ସଂକ୍ଷେପରେ ଆଜିର ତାଜା ଖବର - Thursday, 16 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ତେଲ ପାଇଁ ହାହାକାର ! ଅଧିକାଂଶ ଟାଙ୍କିରେ ନାହିଁ ପେଟ୍ରୋଲ-ଜିଜେଲ

କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଘାରିଛି । ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି । More

ଡ୍ରାଇଭର ଆନ୍ଦୋଳନ: କେହି କୁଆଡ଼େ ଯାଇ ପାରୁନାହାନ୍ତି, ଫସିଛନ୍ତି ପର୍ଯ୍ୟଟକ

ସୁରକ୍ଷା ନ ଦେଲେ ବସ୍ ବନ୍ଦ କରିବାକୁ ସଂଘର ଚେତାବନୀ । ଗୃହରେ ହଙ୍ଗାମା, ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ । More

ପୁଣି ଜୟଙ୍କ ଡାଇରେକ୍ଟ ଆଟାକ୍‌ ! ହାଁ ଜି କହୁଥିବା ଅଫିସର୍‌ଙ୍କୁ ଏକାଧିକ ଗୁରୁ ଦାୟିତ୍ୱ

ଗାଦି ମାଡ଼ି ବସିଛନ୍ତି ସରକାରୀ ବାବୁ ଓ ସଚିବ । ୟେ କିଭଳିଆ ଫାଇଭ୍ଟି ବୋଲି କହି ବର୍ଷିଲା ବିଜେପି । ବୁକ୍ ସର୍କୁଲାର ଉଲ୍ଲଂଘନ ନେଇ କଂଗ୍ରେସର ହମଲା । More

ସରକାରଙ୍କୁ ବିରୋଧୀଙ୍କ ଆଟାକ୍, ପଛୁଆ ବର୍ଗଙ୍କ ସର୍ଭେ କେବଳ ଓବିସି ଭୋଟ୍ ନେବାକୁ

ଶିକ୍ଷା କ୍ଷେତ୍ରରେ ଅଧିକ ମାତ୍ରାରେ କାହିଁକି ଲାଗୁ ହେଉନି ସଂରକ୍ଷଣ ? ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । More

କୁଆଡେ ଗଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ?

୨୦୧୭ରେ କଟକ ପୋଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ । More

ରାସ୍ତାରେ ଟ୍ରକ୍‌, ବଜାରରେ ନିଆଁ ! ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଠପ୍

ଏକପ୍ରକାର ଠପ୍ ହୋଇଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ। More

ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ଗୋଡ଼େଇ ପିଟିଲା ପୋଲିସ

ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୋଲିସ ଆହତ ହୋଇଥିବା ସୂଚନା । More

୧୮ରେ କୁଆପଥର ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆସନ୍ତା ୧୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More

ତମାଣ୍ତୋ ଛକ ପାଲଟିଲା ରଣକ୍ଷେତ୍ର; ଦୁଇ ଡ୍ରାଇଭର ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି, ପାଟିତୁଣ୍ଡ

ତମାଣ୍ଡୋ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ହେଉଛି । ଗତକାଲିଠୁ ଚାଲିଥିବା ଏହି ଧାରଣା ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ ଅଟକି ରହିଛି । ଆଜି ଏମାନେ ଯିବାକୁ ଚେଷ୍ଟା କରିବା ପରେ ଏଭଳି ଉତ୍ତେଜନା ଦେଖାଦେଇଛି । More

ପେଟ୍ରୋଲ ପମ୍ପରେ ତେଲ ଅଭାବୀ, ପେଟ୍ରୋଲିୟମ୍ ଡିଲର ସଂଘ କହିଲା- ‘ପେଟ୍ରୋଲ ଅଛି, ଛାନିଆ ହୁଅନ୍ତୁନି’

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ପହଞ୍ଚି ପାରୁନି ପେଟ୍ରୋଲା ଭୁବନେଶ୍ୱର, ଜୟପୁର, ବାଲେଶ୍ୱରରେ ଏଭଳି କିଛି ସମସ୍ୟା ଦେଖା ଦେଇଛି। More

ଲୋକଙ୍କୁ ବୁଝାଇବାକୁ ଯାଇଥିଲେ, ହେଲେ ଆକ୍ରମଣ ଶିକାର ହେଲେ ପୋଲିସ୍‌ SI

ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଛି ଯେ, ଉଭୟ ପକ୍ଷ ପରସ୍ପର ଉପରକୁ ଟେକାପଥର ମାଡ଼ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ପୋଲିସ୍‌ ଆକ୍ରମଣର ଶିକାର ହୋଇଛି।  More

ହଇରାଣ ହେଲେଣି ଲୋକେ . . . ପ୍ରତ୍ୟାହାର ହେଲା ଅଟୋ ଆନ୍ଦୋଳନ

ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା More

ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା କ୍ଷଣି ବେହୋସ ହୋଇପଡ଼ିଲେ ମାଟ୍ରିକ ଛାତ୍ର, ଚାଲିଗଲା ଜୀବନ...

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ। More

ଇଞ୍ଜିନିୟରିଂ ଛାତ୍ରର ନିଆରା ପ୍ରତିଭା; କାନ୍‌ଭାସ୍‌ରେ ଆଙ୍କୁଛନ୍ତି ଜଗନ୍ନାଥଙ୍କ କଳାକୃତି

କାନ୍‌ଭାସ୍‌ରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କଳାକୃତି । ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ, ଗଣେଶ ଓ ନାନା ଡିଜାଇନ୍‌ର ସିନେରୀ ପର୍ଯ୍ୟନ୍ତ । More

ଆଜିଠୁ ରାଜ୍ୟରେ ଘଡଘଡି ସହ ବର୍ଷା

ଆଜି ସକାଳୁ ଟ୍ୱିନ୍‌ ସିଟିର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜ୍ୟରେ ଆଜି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିବ । More

ଆଜି ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଅଟୋ ଡ୍ରାଇଭର

ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ଆଜି ଆନ୍ଦୋଳନରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ । More

ବିଧାନସଭାରେ ଥମୁନି 5T ଝଡ଼

କାଉଣ୍ଟର ପାଇଁ ସୋସିଆଲ ମିଡିଆର ସାହାରା ନେଲା ବିଜେଡି More

ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ

ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ହେବେ ସାମିଲ More

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ; ଠପ୍ ହୋଇଗଲା ଜୀବନଯାତ୍ରା !

ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ। କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ । More

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁକୁ ନେଇ କେନ୍ଦ୍ର- ରାଜ୍ୟ ଦୋଷ ଠେଲାଠେଲି

ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର । More

ପଦ୍ମ ପୋଖରୀକୁ ଡେଇଁବେ କି ଭର୍ତ୍ତୃହରି ମହତାବ ?

ଦିଲ୍ଲୀରେ ମହତାବଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରେଡ୍ କାର୍ପେଟ ! କିଛି ଦିନ ହେଲା ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଭର୍ତ୍ତୃହରି More