ସଂକ୍ଷେପରେ ଆଜିର ତାଜା ଖବର - Monday, 26 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି । More

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ଏବେ ବି ଖିଅ ଖୋଜୁଛି ତଦନ୍ତକାରୀ ସଂସ୍ଥା

୨୦ ତାରିଖରେ ଗୋବିନ୍ଦର ମୃତ୍ୟୁ ପରେ ୨୧ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇଛି । More

ପ୍ରତିଷ୍ଠା ଦିବସରେ BJD ଖେଳିଲା ମହିଳା କାର୍ଡ, ପରାମର୍ଶ ଆଳରେ ବରିଷ୍ଠ ମାରିଲେ ତେର୍ଛା ବାଣ

ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ମା ମାନଙ୍କ ଆଶୀର୍ବାଦ ରହିଲେ ଶହେ ବର୍ଷ ଯାଏଁ ସେବା କରିବ ଦଳ । More

ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ସମ୍ବଲପୁରରେ କେବେ ସ୍ବାଭାବିକ ହେବ ନ୍ୟାୟିକ ପ୍ରକ୍ରିୟା ? More

ମାସ୍କ ପିନ୍ଧି ସ୍କୁଲ ଆସିବାକୁ କହିଲେ ମନ୍ତ୍ରୀ, ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

କଟକଣା ଭିତରେ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ସଜବାଜ । କାଲି ରାଜ୍ୟ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । More

ଅବହେଳିତ ହକିର ଅନ୍ତୁଡିଶାଳ; ମାଟି ପଡ଼ିଆ-କାଠ ଗୋଲପୋଷ୍ଟରେ ଖେଳାଳି କରୁଛନ୍ତି ଅଭ୍ୟାସ

ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍‌ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ । More

ରାଜ୍ୟବ୍ୟାପୀ BJPର ସତ୍ୟାଗ୍ରହ, ଅପରାଧୀଙ୍କୁ ସୁରକ୍ଷା ଦେଉଛି BJD

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର । ନଡ୍ଡାଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ପଦ୍ମ କ୍ୟାଂପ୍ । More

SI ପରୀକ୍ଷାରେ ଅନିୟମିତତା ! DG ଅଫିସ ନିକଟରେ ଆଶାୟୀଙ୍କ ବିକ୍ଷୋଭ

ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି । More

ପାଣି ପାଇଁ ରାଜପଥ ଅବରୋଧ, ଯାତାୟତ ଠପ୍

ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ । More

'ମା ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ରହିବ'

ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ଓଡ଼ିଶା ନୁହେଁ ବୋଲି କହିଛନ୍ତି ନବୀନ। More

କଡ଼ାକଡ଼ି ହେଲା କଟକଣା : ସ୍କୁଲରେ ମାସ୍କ ପିନ୍ଧିବାକୁ ପରାମର୍ଶ

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । More

ରକ୍ତ ସଂଗ୍ରହ ଗାଡ଼ିରେ ପିକନିକ ଭିଡିଓ ଭାଇରାଲ୍ . . . .ଅଡୁଆରେ କର୍ମଚାରୀ

ରକ୍ତ ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ଭ୍ରାମ୍ୟମାଣ ଗାଡିକୁ ପିକନିକ ଯିବା ପାଇଁ ବ୍ୟବହାର କରିଛନ୍ତି । More

ଜିତୁଛ ବୋଲି ଭାବନି ଯାହା ପାରିବ କରିବ: ସୌମ୍ୟ

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା। ଏନେଇ ଆଜି ପୁରୀରେ ଦଳ ପାଳୁଛି ସିଲଭର ଜୁବ୍‌ଲି।  More

ଗ୍ରାମାଞ୍ଚଳରେ ବିଦ୍ୟୁତିକରଣ ଯୋଜନା ଫେଲ୍ ! ଲଗାଇବାର କେଇ ମାସ ଭିତରେ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

କୋରାପୁଟ ଜିଲ୍ଲାର ଅଧିକାଂଶ ଗାଁ ଅନ୍ଧାରରେ More

କମିଛି ଶୀତ ! କଲବଲ କରୁଛି କୁହୁଡ଼ି

ଘନ କୁହୁଡ଼ିର ଚାଦରରରେ ଆଚ୍ଛାଦିତ ରାଜଧାନୀ ଭୁବନେଶ୍ୱର More

ରାୟଗଡ଼ାରେ ୨ ଋଷ୍ ଟୁରିଷ୍ଟଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ହଇଚଇ

ସାତ ଦରିଆ ଡେଇଁ ସାଥି ହୋଇ ଆସିଥିଲେ ବୁଲିବା ପାଇଁ...ଦେଖିଥାନ୍ତେ ଓଡ଼ିଶାର ସୌନ୍ଦର୍ଯ୍ୟକୁ, ସାଉଁଟିଥାନ୍ତେ ରୋମାଞ୍ଚ ଅନୁଭୂତିା ହେଲେ ଭାଗ୍ୟର ବିଡ଼ମ୍ବନା ଦୁଇ ବନ୍ଧୁ ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ । More

ଚାକିରିରୁ ବାହାର କରିଦେବାରୁ ମାଲିକଙ୍କୁ ମାରିଦେଲା ଚାକର

 ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।  More

୨୫ ବର୍ଷର ସଫଳତା ଅପେକ୍ଷା ବିଜେଡିକୁ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା

ଟିକଟ୍ ପାଇଁ ଅନେକ ଆଶାୟୀ ଥିବାରୁ ଯାହାକୁ ମୌକା ନମିଳିବା ସେ ବିଦ୍ରୋହୀ ହେବାର ଯଥେଷ୍ଟ ଆଶଙ୍କା ରହିଛି। More

କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍

କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା। More

ବିଛଣାରେ ଶୋଇଛି ବଢିଲା ଝିଅ...ସେବା କରିଚାଲୁଛି ମାଆ

ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍‌ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ ବି ଏଯାଏଁ ତାଙ୍କୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା । ଆଉ ଘରର ଅବସ୍ଥା କହିବା ଠାରୁ ନକହିବା ଭଲ... More

ଷ୍ଟ୍ରିଟ୍‌ ଫୁଡ୍‌ ମେଳା : ଚିକେନ୍‌, ମଟନ୍‌ ସହ ମନ କିଣୁଛି ମସାଲା ପନିର୍‌

ଶୀତୁଆ ସଂନ୍ଧ୍ୟାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ଲାଗିଛି ଭିଡ। ଖାଲି ସେତିକି ନୁହେଁ ମିଠା ପାନର ଆସର ମଧ୍ୟ ଦେଖିବାକୁ ମିଳୁଛି । କେବଳ ରଜ ସମୟରେ ପାନ ଷ୍ଟଲରେ ଭିଡ ଲାଗେ ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ରାଉରକେଲାରେ ଅଦିନିଆ ସମୟରେ ପାନ ଦୋକାନରେ ଲାଗିଛି ଭିଡ More