ସଂକ୍ଷେପରେ ଆଜିର ତାଜା ଖବର - Friday, 02 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ASO ପରୀକ୍ଷା: କୋର୍ଟଙ୍କ ବିନା ଅନୁମତିରେ OPSC ପ୍ରକାଶ କରିପାରିବନି ଚୂଡ଼ାନ୍ତ ତାଲିକା

ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା କରାଯାଉଥିବା ଏହି ନିଯୁକ୍ତିର ଲିଖିତ ପରୀକ୍ଷା ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। More

ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ

ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା। More

ପଦ୍ମପୁର ଉପନିର୍ବାଚନ: ପୁଣି ମିଳିଲା ଜିଲ୍ଲା ପ୍ରତିଶ୍ରୁତି, ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ

ବଜେଡିର ତିନିଟି ସ୍ଥାନରେ ମାରାଥନ୍ ନିର୍ବାଚନୀ ସଭା । More

ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର; ଟ୍ରାକ୍ଟର-ଶଗଡ଼ ସାଙ୍ଗକୁ ହଳ ଲଙ୍ଗଳ ଧରି ଘେରିଲେ 

ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍‌ପୁଟ୍ ସବ୍‌ସିଡି-ସାର ବିହନ ପ୍ରସଙ୍ଗ । More

କଳାଧଳାରୁ କ୍ୟାରିଅର କରି ଓଡ଼ିଆ ସିନେମାକୁ ଦେଇଥିଲେ ନୂଆ ଦିଶା

୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଝରଣା ଦାସଙ୍କ ଅଭିନୟ ପ୍ରତିଭା ପିଲାଟି ଦିନରୁ ପ୍ରଚଣ୍ଡ ଭାବେ ଫୁଟି ଉଠିଥିଲା।  More

ହସ ଖୁସିରେ ଚଳୁଥିଲା ପରିବାର, ପକ୍ଷଘାତ ଉଜାଡ଼ିଦେଲା ପରିବାର ! ଏବେ ଭାରି ହୀନସ୍ତା...

ରୋଜଗାର ବନ୍ଦ ହୋଇଗଲା । ପୂରା ପରିବାର ବେସାହାରା ହୋଇପଡିଲା । More

ସ୍କୁଲ ଯାଉଥିଲା, ପାଠ ସାଠ ଭଲ ଥିଲା; ହଠାତ୍ ବିଗିଡ଼ିଗଲା ମାନସିକ ସ୍ଥିତି ! ଗୋଡ଼ରେ ପଡ଼ିଲା ବେଡ଼ି..

ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ । More

ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। More

ପ୍ରେମିକ ସହ ମାଆ ଫେରାର୍‌; ବୁଢ଼ୀମାଆ କାନ୍ଧରେ ୪ ଭାଇଭଉଣୀଙ୍କ ବୋଝ

ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ More

‘ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ’

ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା । More

ASO ପରୀକ୍ଷାକୁ ନେଇ ହାଇକୋର୍ଟ ଦେଲେ ବଡ଼ ରାୟ

ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।  More

ଉଠୁଛି ପଡ଼ୁଛି ପଦ୍ମପୁର; ବିଜେଡି ସୁପ୍ରିମୋ କହିଲେ, ମୁଁ କଥାରେ ନୁହଁ...

ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ । More

Today Gold Price- 2nd Dec 2022: ବଢ଼ିଲା ସୁନାଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଆଜି ଗ୍ରାମ୍‌ ପିଛା ସୁନା ମୂଲ୍ୟ କେତେ ରହିଛି, ଜାଣିବା ପାଇଁ ପଢ଼ନ୍ତୁ . . More

ସୁରେଶଙ୍କ ଭବିଷ୍ୟବାଣୀ : ବ୍ରହ୍ମାସ୍ତ୍ର ଛଡ଼ାଯିବ, ନବୀନଙ୍କ ଆସନ ଦୋହଲିଯିବ

ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍‌ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି । More

GI ଟ୍ୟାଗ୍ ପାଇବ ଢେଙ୍କାନାଳର ମଗଜି ଲଡୁ !

୨୦୨୦ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା ଓୟୁଏଟି More

ରାତିରେ ଖସୁଛି ପାରଦ ! ଶୀତରେ ଥରୁଛି ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି । More

ଆଜି କମ୍ପିବ ପଦ୍ମପୁର ! ମଇଦାନକୁ ଓଲ୍ହାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାଗିବେ ଭୋଟ More

Today Panchang 2nd Dec 2022: ଆଜି କେଉଁ ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରିବେ, ଜାଣନ୍ତୁ..

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ଅହୋରାତ୍ର, ତିଥି- ୯ମୀ ପ୍ରାତଃ ୦୬/୧୫ ଗତେ ୧୦ମୀ, ଘାତ ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ନାସ୍ତି More

ଆଉ ନାହାନ୍ତି ବର୍ଷିଆନ୍‌ ଓଡ଼ିଆ ଅଭିନେତ୍ରୀ ଝରଣା ଦାସ

ମଲାଜହ୍ନ, ଅମଡ଼ା ବାଟ ଆଦି ଥିବା ତାଙ୍କର ଚର୍ଚ୍ଚତ ସିନେମା । More

ରାଜ୍ୟ ସଂଗ୍ରହାଳୟରୁ କୁଆଡେ ଗଲା ୨୦ ହଜାର ପୋଥି?

ରାଜ୍ୟ ସଂଗ୍ରହାଳୟରେ ଶେଷ ଥର ପାଇଁ ୨୦୧୬-୧୭ରେ ଅଡିଟ୍ ହୋଇଥିଲା । ସଂଗ୍ରହାଳୟରେ ପ୍ରାୟ ୨୦ ହଜାର ତାଳପତ୍ର ପୋଥି ଓ ୫୦ ହଜାର କଳାକୃତି ଗଚ୍ଛିତ ରହିଛି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବଳକା ୨୦ ହଜାର ତାଳପତ୍ର ପୋଥି?  More

କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ । More

ମାଲିକ ଭୁଲ୍‌ କଲା; ନିରୀହ ଜନ୍ତୁ ଥାନାରେ ବନ୍ଧା ହେଲା

ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ ।  More

ରାଜ୍ୟରେ ପଶିଲା କାଷ୍ଟ ପଲିଟିକ୍ସ ! ଫୋକସ୍‌ରେ ବିଂଝାଲ୍-ସହରା-କୁଲତା-ମେହେର-ତେଲି ସମାଜ

ବିଜେଡିର ଦାବି ଶଙ୍ଖକୁ ଯିବ ୭୦ ପ୍ରତିଶତ ଜାତି ଭୋଟ୍ । ଜାତି ରାଜନୀତି କାର୍ଡ ଖେଳୁଥିବା କହି ବର୍ଷିଲେ ବିରୋଧୀ । More

ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ ! ଜୁଏଲଙ୍କ ଡାଇରେକ୍ଟ ଆଟାକ୍

ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ । More