ସଂକ୍ଷେପରେ ଆଜିର ତାଜା ଖବର - Wednesday, 16 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୧୦ ଦିନର ତୁତୁ ମେମେ ପରେ କଲୋନୀ ଛାଡ଼ିଲା କୁକୁର

ପୂର୍ବରୁ ଘଟଣାକୁ ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁଧ୍ୟାନ ପାଇଁ ପହଁଚିଥିଲା ପୋଲିସ। More

ପୌରାଧ୍ୟକ୍ଷାଙ୍କ ଉଦ୍ଧତ ଆଚରଣ: ସର୍ବସମ୍ମୁଖରେ ସରକାରୀ ଅଧିକାରୀଙ୍କ ଉପରକୁ ଫୋପାଡିଲେ ଫାଇଲ୍

ରୋଚକ କଥା ହେଉଛି, ଫାଇଲ୍ ଫିଙ୍ଗା ଘଟଣା ଠିକ୍ ମାସକ ପରେ ଅର୍ଥାତ୍ ଗତକାଲି ନଭେମ୍ବର ୧୫ରେ ଆସିଛି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କର ବଦଳି ଅର୍ଡର୍। More

ପଦ୍ମପୁର ଭୋଟ୍ ପୂର୍ବରୁ ତେଜିଲା ଫାର୍ମର ପଲିଟିକ୍ସ ! ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବସିଡି ନେଇ ଦ୍ୱନ୍ଦ୍ୱ

କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଭେଟିଲେ ଧର୍ମେନ୍ଦ୍ର । More

ନବୀନଙ୍କୁ ଅସତ୍ୟର ସୌଦାଗର କହିଲା ବିଜେପି, ନିର୍ବାଚନ ଆସିଲେ ଜିଲ୍ଲା କଥା ମନେପଡେ କହିଲା କଂଗ୍ରେସ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି । More

କି ଦୁଃଖ ! ଆଗ ଭେଣ୍ଡିଆ ପୁଅ, ତାପରେ ଝିଅ ଚାଲିଗଲା.. ବାପା ମାଆଙ୍କ କଥା ବୁଝିବ କିଏ ?

୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ । More

ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ! ହସ ଖୁସିରେ ଖେଳୁଥିଲା ବେଳେ ଧରିଦେଲା ବିଦ୍ୟୁତ ତାର

ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍‌ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ । More

ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ

ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ More

ଫସଲ ବୀମା ପ୍ରସଙ୍ଗ: କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଚାଷୀମାନଙ୍କୁ ଆଶାତୀତ ବୀମା ରାଶି ତୁଳନାରୁ କମ ବୀମା ରାଶି ପୈଠ କରାଯାଇଥିବା ଅଭିଯୋଗ ହୋଇଛି। More

ପ୍ରଦୀପଙ୍କ ସାଂଘାତିକ ଅଭିଯୋଗ, ‘ମୋ ପରିବାରର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ’

ମରିବାର ଯଦି ଅଛି ମରିବି କିନ୍ତୁ ଡରିବି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । More

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି, ବିଧିବଦ୍ଧ ଘୋଷଣାକୁ ଅପେକ୍ଷା...

୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି। More

ରାଗିକି ଅଫିସର୍‌ଙ୍କ ଉପରକୁ ଫାଇଲ୍‌ ଫିଙ୍ଗିଲେ ପୌରାଧ୍ୟକ୍ଷା, କହିଲେ- ଏମିତି ଆମେ କାମ କରିବା ? ଏଇଠି ବସି ରାଜନୀତି କରୁଛ ?

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍ ଫୋପାଡ଼ିବା ଭିଡିଓ ଭାଇରାଲ ହେବାରେ ଲାଗିଛି। More

ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କଲେ ଶିକ୍ଷକ ସଂଘ

୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ପ୍ରଶ୍ନ ଉଠିଛି। ୨୦୧୩ କଣ୍ଟ୍ରାକ୍ଟଚୁଆଲ୍‌ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି। More

Today Panchang 16th Nov 2022: ଶୁଭ ମୁହୂର୍ତ୍ତ ଦେଖି ପଢ଼ୁଆଁ କରନ୍ତୁ . . .

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର । More

ହାତୀ ମୃତ୍ୟୁ ରୋକିବା ପାଇଁ ଆକ୍ସନ ପ୍ଲାନ୍‌, ଚିହ୍ନଟ ହେବ କରିଡର୍‌

ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍‌କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍‌ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ। More

ଲାଇସେନ୍ସ ରଦ୍ଦ ଚେତାବନୀ ପରେ ନରମିଲେ ଓକିଲ ସଂଘ

ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା। More

ବାପାଙ୍କ ଗୋଡ଼ କଟିବା ପରେ ଅଚଳ ହୋଇଗଲା ପୁରା ପରିବାର, ଏବେ ଦିବ୍ୟାଙ୍ଗ ଝିଅ ଅଣ୍ଟା ଭିଡ଼ିଛି

ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି । More

ରୋଚକ ମୋଡ଼ରେ ପଦ୍ମପୁର ଫାଇଟ୍ ! ଚାଷୀ କାର୍ଡ ଖେଳୁଛନ୍ତି ଉଭୟ BJD-BJP

ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ । More

ବିଜେଡିରେ କୁହୁଳୁଛି ବିଦ୍ରୋହ ! ସଞ୍ଜୟଙ୍କ ବିସ୍ଫୋରକ ଭାଷଣ, ଓଡ଼ିଶାକୁ ଲୁଟିବାକୁ ବିଦେଶୀ ଶକ୍ତି କରୁଛନ୍ତି ଷଡ଼ଯନ୍ତ୍ର

ହନୁ ମଲାବେଳେ ସତ କହେ କହିଲା ବିଜେପି । କଂଗ୍ରେସ ଛାଡ଼ିଲା ତେରଛା ବାଣ । More

ପଦ୍ମପୁର ଫାଇଟ୍‌ରେ ରୋଚକ ମୋଡ଼: କିଏ ଆଗ ଭରିବ ପ୍ରାର୍ଥିପତ୍ର ?

ବିଜେପି ପ୍ରାର୍ଥୀ ଗତକାଲି ପାଟ ପଟୁଆରରେ ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟକୁ ଯାଇ ନାମାଙ୍କନ ନଭରିବା ନେଇ ତେଜିଛି ରାଜନୀତି। More