• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ସନ୍ଧ୍ୟା ୦୬/୫୮ ଗତେ ସିଂହ । ତିଥି- ୮ମୀ ଅହୋରାତ୍ର ।

ଶୁଭ ସମୟ

ପ୍ରାତଃ ୦୫/୫୯ ରୁ ୦୮/୧୨

ଦିବା ୧୦/୨୪ ରୁ ୧୧/୩୧

ସନ୍ଧ୍ୟା ୦୫/୫୫ ରୁ ୦୬/୪୬

ଋାତ୍ରି ୦୮/୩୦ ରୁ ୦୨/୪୫

ରାତ୍ରି ୦୪/୨୨ ରୁ ୦୫/୫୯

ଅଧିକ ପଢ଼ନ୍ତୁ: କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ଅଶୁଭ ସମୟ

ଋାହୁକାଳ - ଦିବା ୧୧/୩୧ ରୁ ୧୨/୫୪

କାଳବେଳା - ଦିବା ୦୮/୪୫ ରୁ ୧୦/୦୮

ବାରବେଳା – ଦିବା ୧୧/୩୧ ରୁ ୧୨/୫୪

କାଳରାତ୍ରି – ସନ୍ଧ୍ୟା ୦୨/୪୫ ରୁ ୦୪/୨୨