ସଂକ୍ଷେପରେ ଆଜିର ତାଜା ଖବର - Thursday, 03 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଫଟୋ ସାମ୍ବାଦିକଙ୍କୁ ତଳେ ପକାଇ ମାରିଲେ ପୋଲିସ ବାବୁ !

କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି  । More

ଘଡ଼ିକି ଘଡ଼ି ବଦଳୁଛି ଧବଳେଶ୍ୱରଙ୍କ ଦର୍ଶନ ନିୟମ, ମନ ବୁଝେଇବାକୁ ଲାଗିବ ଏଲଇଡି

ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ। More

କାହାର ହେବ ଧାମନଗର? ରେଜଲ୍ଟ ପୂର୍ବରୁ ତେଜିଲାଣି ବୟାନବାଜି

୨୪ ସାଧାରଣ ନିର୍ବାଚନ ପାଇଁ ଏହି ବାଇଇଲେକ୍ସନ ଅନେକ କିଛି ସଙ୍କେତ ଦେବ ବୋଲି ରାଜନୈତିକ ବିଶ୍ଳେଷକ କହିଛନ୍ତି। More

ନେତା ବାଛିଲା ଧାମନଗର, ଇଭିଏମ୍‌ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ 

ମତଦାନ କେନ୍ଦ୍ରରେ ଦିନ ତମାମ ଦେଖିବାକୁ ମିଳିଥିଲା ଭୋଟରଙ୍କ ଭିଡ଼। More

କି ଦୁଃଖ ! ମାଆ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ପାଚାରିଲେନି ବାପା-ଭାଇ

 ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି । More

ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ

ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ । More

ଭୟଙ୍କର ଦୁର୍ଘଟଣା ! କାର ଉପରେ ମାଡ଼ିଗଲା ଟ୍ରକ୍‌, ଏକାଥରେ ୪ ଜଣଙ୍କ ଚାଲିଗଲା ଜୀବନ

ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ । More

ରୋଗ ଭଲ ପାଇଁ ବୁର୍ଲା ମେଡିକାଲ ଯାଇଥିଲେ, AIDS ରକ୍ତ ନେଇ ନୂଆ ରୋଗ କିଣିଲେ..

୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ । More

ଓଡିଶାରେ ସରକାରୀ ଚାକିରି; ଭର୍ତ୍ତିହେବେ ୯୪୩ ଜଣ ପ୍ରାର୍ଥୀ

OSSC ଦ୍ୱାରା ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୯୪୩ ଜଣ ପ୍ରାର୍ଥୀ ନିଯୁକ୍ତ ହେବେ। ଜାଣନ୍ତୁ କିପରି କରିବେ ଆବେଦନ। More

ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କ ହେଲା ମହାସ୍ନାନ...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି। More

କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ପାରିବାରିକ କଳହ ମୁଖ୍ୟତଃ ରୋଷେଇ ଘର ସଂପର୍କୀୟ ଏବଂ ଆର୍ଥୀକ ସମସ୍ୟା ସମ୍ପର୍କୀୟରୁ ଲାଗି ରହିଥାଏ। ଏବେ ଆସନ୍ତୁ ଜାଣିବା ଆଗ୍ନେୟ କୋଣରେ କେଉଁ କାରଣ ଦୋଷତୃଟି ଉତ୍ପନ୍ନ କରିଥାଏ ଓ ଏହାକୁ କିପରି ନିରାକରଣ କରାଯାଇ ପାରିବ। More

ଧାମନଗରରେ ବୁଥ୍‌ ରିଗିଂ ଅଭିଯୋଗ

ଖଳାଗଡ଼ିଆ ସ୍କୁଲର ୨୨ ଓ ୨୩ନଂ ବୁଥରେ ରିଗିଂ ଅଭିଯୋଗ More

ନିୟମକୁ ଖୋଲାଖୋଲି ଉଲ୍ଲଂଘନ ! ଭୋଟ୍‌ ଦିନ ବୁଥ୍‌ ନିକଟରେ ବୁଲିଲା ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କ ପ୍ରଚାର ଗାଡ଼ି

ବିଜେଡି ପୋଷ୍ଟର ଲାଗି ଥିବା ଏହି ଗାଡ଼ିରେ ଅବନ୍ତୀ ବୁଲିବାକୁ ଆସିଥିଲେ ବୋଲି ସୂଚନା ମିଳିଛି। କିଛି ଲୋକ ଏହାକୁ ବିରୋଧ କରିଥିଲେ।  More

ସେପଟେ ଚାଲିଛି ଭୋଟିଂ, ଏପଟେ ଆଖି ବୁଜିଲେ ପୋଲିଂ ଅଫିସର...

ଗୋଟିଏପଟେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। More

ଆମିଷ ଖାଇଲେ ଚୋଟ ମାରିବ ବିଷାକ୍ତ ଗୋଖର ! ଏହି ଗାଁରେ କେହି ଖାଆନ୍ତିନି ମାଛ,ମାଂସ କି ଅଣ୍ଡା

ଢେଙ୍କାନାଳ ଜିଲ୍ଲାରେ ଏପରି ଏକ ଗାଁ ଅଛି, ଯେଉଁଠାରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ। More

Today Panchang 3rd Nov 2022 : ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଫେକ୍‌ ସର୍ଭେ

ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ସୋସିଆଲ୍‌ ମିଡିଆରେ ନକଲି ସର୍ଭେ ରିପୋର୍ଟ ଘୂରି ବୁଲୁଛି। ଓଟିଭି ସମେତ ଓଡ଼ିଶାର ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏହି ସର୍ଭେ କରାଯାଇଥିବା ଫେକ୍ ରିପୋର୍ଟରେ ଦର୍ଶା ଯାଇଛି। More

କାହାର ହେବ ଧାମନଗର ? ମତଦାନ ଆରମ୍ଭ, ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ

ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜ ଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ  ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି।  More

ନିଶା ଛଡ଼ାଇବାକୁ ଯାଉଛନ୍ତି ନିଶା ନିବାରଣ କେନ୍ଦ୍ର, ହେଲେ ଛାଡ଼ିଯାଉଛି ପ୍ରାଣ !

ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । More

ଉଦ୍ଧାର ପରେ ହାତୀକୁ କେଉଁଠି ଛାଡ଼ିବ ବନ ବିଭାଗ ? ବୁଲି ବୁଲି ହେଲାଣି ନୟାନ୍ତ..

କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ । More

ନାଗଫାଶ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଇଶାରା ପରେ ହଇଚଇ, ବଢ଼ିଲା ବିଜେଡି ନେତା-ମନ୍ତ୍ରୀଙ୍କ ହାର୍ଟବିଟ୍

ବିଜେପି କହିଲା ଖୋଲିବ ଶାସକ ଦଳର ମୁଖା । ସତ୍ୟାସତ୍ୟ ପଦାକୁ ଆସିବା ଦରକାର କହିଲା କଂଗ୍ରେସ । More

ବୁଥ୍‌ ରେଡ୍ଡି ଓ ପୁଲିଂ ପାର୍ଟି ବି ତୟାର; ଜନତା କାହାକୁ ପିନ୍ଧାଇବେ ଧାମନଗଗର ମୁକୁଟ ?

ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା । More

ପ୍ରଶାସନର ନିଷ୍ଠୁର ନିଷ୍ପତ୍ତି! ଶ୍ରଦ୍ଧାଳୁଠୁ ବ୍ୟବସାୟୀ ଯାଏଁ ସମସ୍ତେ ଖପ୍ପା

ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ । ଝୁଲାପୋଲ ପାଖରୁ ଏଲଇଡି ସ୍କ୍ରିନ୍‌ରେ ବାବଙ୍କୁ ଦେଖିବେ ଶ୍ରଦ୍ଧାଳୁ । ଶୁକ୍ରବାରରୁ ପଞ୍ଚୁକ ଯାତ୍ରା, ରବିବାର ବଡ଼ ଓଷା । ଏହା ପୂର୍ବରୁ ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । More