• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୦୭/୩୦ ଗତେ ୧୧ଶୀ, ଘାତ ଚନ୍ଦ୍ର- ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ରାତ୍ରି ୧୨/୪୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

ଶୁଭ ସମୟ-

ପ୍ରାତଃ ୦୫/୫୨ ରୁ ୦୭/୨୨

ସନ୍ଧ୍ୟା ୦୫/୫୮ ରୁ ୦୯/୨୨

ରାତ୍ରି ୦୧/୦୫ ରୁ ୦୩/୧୯

ରାତ୍ରି ୦୪/୧୦ ରୁ ୦୫/୫୨

ଅଧିକ ପଢ଼ନ୍ତୁ: Daily Horoscope 3rd Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ

ଅଶୁଭ ସମୟ-

ଋାହୁକାଳ - ଦିବା ୧୨/୫୪ ରୁ ୦୨/୧୮

କାଳବେଳା - ଦିବା ୦୨/୧୮ ରୁ ୦୩/୪୩

ବାରବେଳା – ଦିବା ୦୩/୪୩ ରୁ ୦୫/୦୭

କାଳରାତ୍ରି - ରାତ୍ରି ୧୧/୩୦ ରୁ ୦୧/୦୫