ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିଶା ଛଡ଼ାଇବାକୁ ଯାଉଛନ୍ତି ନିଶା ନିବାରଣ କେନ୍ଦ୍ର, ହେଲେ ଛାଡ଼ିଯାଉଛି ପ୍ରାଣ !

ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । More

ଉଦ୍ଧାର ପରେ ହାତୀକୁ କେଉଁଠି ଛାଡ଼ିବ ବନ ବିଭାଗ ? ବୁଲି ବୁଲି ହେଲାଣି ନୟାନ୍ତ..

କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ । More

ନାଗଫାଶ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଇଶାରା ପରେ ହଇଚଇ, ବଢ଼ିଲା ବିଜେଡି ନେତା-ମନ୍ତ୍ରୀଙ୍କ ହାର୍ଟବିଟ୍

ବିଜେପି କହିଲା ଖୋଲିବ ଶାସକ ଦଳର ମୁଖା । ସତ୍ୟାସତ୍ୟ ପଦାକୁ ଆସିବା ଦରକାର କହିଲା କଂଗ୍ରେସ । More

ବୁଥ୍‌ ରେଡ୍ଡି ଓ ପୁଲିଂ ପାର୍ଟି ବି ତୟାର; କାଲି ଜନତା କାହାକୁ ପିନ୍ଧାଇବେ ଧାମନଗଗର ମୁକୁଟ ?

ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା । More

ପ୍ରଶାସନର ନିଷ୍ଠୁର ନିଷ୍ପତ୍ତି! ଶ୍ରଦ୍ଧାଳୁଠୁ ବ୍ୟବସାୟୀ ଯାଏଁ ସମସ୍ତେ ଖପ୍ପା

ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ । ଝୁଲାପୋଲ ପାଖରୁ ଏଲଇଡି ସ୍କ୍ରିନ୍‌ରେ ବାବଙ୍କୁ ଦେଖିବେ ଶ୍ରଦ୍ଧାଳୁ । ଶୁକ୍ରବାରରୁ ପଞ୍ଚୁକ ଯାତ୍ରା, ରବିବାର ବଡ଼ ଓଷା । ଏହା ପୂର୍ବରୁ ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । More

ଶୁଭ୍ରକାନ୍ତ ପଣ୍ଡା ହେଲେ ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି

ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା 'ଫିକି ଇଣ୍ଡିଆ' ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ । More

ନବୀନଙ୍କ ଉପରେ ପ୍ରଦୀପଙ୍କ ବିଷୋଦ୍‌ଗାର ! କହିଲେ ପାରୁନାହାନ୍ତି କି ଶାସନ ଗାଦିକୁ ଛାଡ଼ୁନାହାନ୍ତି

ଲୁଲୁ ସେନାର ନାଁ ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ଇଏ କିନ୍ତୁ ଲୁଲୁ ସେନା ନୁହେଁ ବରଂ ପ୍ରଦୀପ ସେନା । ହଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଉଦ୍ୟମରେ ଗଠନ ହୋଇଛି ପ୍ରଦୀପ ସେନା । More

ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ପେଡ଼ି ଖୋଲିବ ଇଡି, ଧରାପଡ଼ିବ କିଏ ଦେଇଥିଲା କେତେ ଟଙ୍କା ?

ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । More

କାହା ପୁଅ ଜେଲରେ ତ କାହା ପୁଅ ଘରକୁ ଆସୁନି ! ଭୋକ ଉପାସରେ ପଡ଼ି ରହିଛନ୍ତି ବୁଢ଼ାବୁଢୀ

ଗିରଫଦାରୀ ଭୟରେ ଗାଁ ପୁରୁଷ ଶୂନ୍ୟ More

କୋର୍ଟଙ୍କ ତାଗିଦ୍‌ ପରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସିଛି । ଓଡ଼ିଶାବାସୀ ମଧ୍ୟ ଚାହିଁ ବସିଛନ୍ତି କେବେ ତୁଟିବ ଓଲିଉଡର ଏହି ସୁପରଷ୍ଟାର ଅନୁଭବ-ବର୍ଷା କଳି । More

ନିଶା ଛଡ଼ାଇବା ବଦଳରେ ଜୀବନ ନେଇଗଲେ ! ମର୍ଡର ପରେ ଆକ୍ଟିଂ...

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ଦିନ ପୂର୍ବେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।  More

ଦିନରେ ପିପିଲିରେ ଉତ୍ପାତ ପରେ ରାତିରେ ଭୁବନେଶ୍ୱରରେ ପଶିଲା ହାତୀ

ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା। More

ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା କାର୍‌, ୩ ମୃତ

କାର୍‌ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। More

ଜାଣନ୍ତୁ ଚନ୍ଦ୍ରଗ୍ରହଣର ନୀତିକାନ୍ତି, କେତେବେଳେ କରିବେ ପାକତ୍ୟାଗ୍‌..

ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ । More

ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ ! ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହେଲାଣି ବିବାଦ

ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ । More

ଟାଟା ଅଧିକୃତ ଜମିରେ ଫର୍ଟିଲାଇଜର ପ୍ଲାଣ୍ଟକୁ ବିରୋଧ, ସାର କାରଖାନା ନେଇ ଗ୍ରାମବାସୀ-ପୋଲିସ ଧସ୍ତାଧସ୍ତି

ଗାଁ ପାଖରେ ବିଷାକ୍ତ କାରଖାନା ନକରିବାକୁ ଦାବି । More

BJDରେ ନେତା-କର୍ମୀ ଗୌଣ, SHGଙ୍କ ପଲ୍ଲା ଭାରି; ଦଳ ଭିତରେ ଚାଲିଛି ସମାନ୍ତରାଳ ସଙ୍ଗଠନ !

ଧାମନଗରରେ ଚିତ୍ର ସ୍ପଷ୍ଟ, ୨୪ ନିର୍ବାଚନରେ ପ୍ରୟୋଗ ଚର୍ଚ୍ଚା । More

ପଞ୍ଚୁକରେ ବି ନିରାଶ ହେବେ ଭକ୍ତ; ଧବଳେଶ୍ୱର ପୀଠ ଯିବାକୁ ମନା କଲା ପ୍ରଶାସନ

ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର । More