ସଂକ୍ଷେପରେ ଆଜିର ତାଜା ଖବର - Friday, 21 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏ ଚାକିରି ପାଇଁ ଆଉ ଦେବାକୁ ପଡ଼ିବନି ଇଣ୍ଟରଭିୟୁ

ନ୍ୟାୟିକ ଅଧିକାରୀଙ୍କ ଦରମା ବୃଦ୍ଧି ପାଇଁ ଦ୍ୱିତୀୟ ନ୍ୟାସନାଲ ଜୁଡିସିଆଲ ପେ କମିଶନଙ୍କ ସୁପାରିଶକୁ ମିଳିଛି କ୍ୟାବିନେଟ ମଂଜୁରୀ। More

ସଂପର୍ଣ୍ଣ ନିରପେକ୍ଷ ଖବର ପରିବେଷଣ ପାଇଁ ଭେଙ୍କେୟାଙ୍କ ଆହ୍ୱାନ 

କନକ୍ଲେଭର ଗୋଟିଏ ସେସନ୍‌ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା।  More

ବାତ୍ୟା ସିତ୍ରାଙ୍ଗ: ରାଜ୍ୟରେ ପବନ କମ୍, ଅଧିକ ହେବ ବର୍ଷା

୨୪ରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। More

ସାବଧାନ! 5G ସେବା ଅପ୍ଲୋଡ୍‌ ନାଁରେ କାଙ୍ଗାଳ କରିଦେବେ ସାଇବର ଲୁଟେରା

ଆପଣଙ୍କ ମୋବାଇଲ୍‌କୁ ବି ୪ଜିରୁ ୫ଜି ସିମ୍‌କୁ ଅପ୍ଲୋଡ୍ କରିବାକୁ ଏସ୍ଏମ୍‌ଏସ୍‌ଠୁ ନେଇ ହ୍ୱାଟ୍ସଆପ୍ ଓ ଇ ମେଲ୍‌ରେ ବି ମେସେଜ୍ ଆସିପାରେ । ଯେଉଁଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଇପାରେ । ଆଉ ଏ ଠକଙ୍କ କଥାରେ ପଡ଼ି ବିନା ଝିନ୍‌ଝଟ୍‌ରେ ତୁରନ୍ତ ୫ଜି ସେବା ପାଇବା ଆଶା ଆପଣଙ୍କୁ ନିମିଷକରେ କାଙ୍ଗାଳ କରି ଦେଇପାରେ । More

‘ଯିଏ ପୁଅର ସ୍ଥାନ ନେଇଥିଲା, ସେ ବି ଆମକୁ ଛାଡ଼ି ଚାଲିଗଲା’

ଡୁଗୁ ପାଇଁ ଶୋକାକୁଳ ପରିବେଶ । ୪ ଦିନ ହେବ ଚୁଲି ଜଳିନି, କି ପେଟକୁ ଦାନା ବି ଯାଇନି । ଘରର ପ୍ରତ୍ୟକ ସଦସ୍ୟଙ୍କ ଓଦା ଆଖି ଓ ଭଙ୍ଗା ମନ ଦେଖିଲେ ଯେ କେହି ବି ଠଉରାଇ ପାରିବ ଯେ ଡୁଗୁ ବିନା କେତେ ଦୁଃଖ, ଯନ୍ତ୍ରଣାରେ ବିତୁଛି ଜୀବନ । More

ଭୁବନେଶ୍ୱରରେ ଦୀପାବଳି ପାଳନ ପାଇଁ ଆସିଲା ଗାଇଡଲାଇନ୍

ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଭୁବନେଶ୍ୱର ଡିସିପି। More

ଧାମନଗର ଉପନିର୍ବାଚନ: ‘ବଢି ସମସ୍ୟାର ସମାଧାନ ନାହିଁ ତ ଭୋଟ୍ ବି ନାହିଁ’

କିଏ ଜିତିବ ଧାମନଗର ବାଜି? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କଣ ରହିଛି ଧାମନଗରର ନିର୍ବାଚନୀ ମୁଦ୍ଦା? ଧାମନଗରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ନଈ ବଢି । More

ପୋଲିସ ହାତରେ ଜଗବନ୍ଧୁ ଡାଏରୀ, କାହାର ନାଁ ରହିଛି ବଢିଲା ଛନକା

ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି। ସେମାନେ କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ସେସବୁର ତଦନ୍ତ ଚାଲିଛି More

କଣ୍ଟେଣ୍ଟରୁ ଆଦାୟ ରାଜସ୍ୱ ଆମକୁ ମିଳୁନାହିଁ: ଲିତିଶା ମଙ୍ଗତ

ସୋସିଆଲ ମିଡିଆ ଯୁଗରେ ଟିଭି ତିଷ୍ଠି ରହିବ କେମିତି, ପ୍ରଶ୍ନ କରିଥିଲେ ଲିତିଶା More

OCA ନିର୍ବାଚନ: ପ୍ରଣବ ସଭାପତି, ସଞ୍ଜୟ ସମ୍ପାଦକ

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ । More

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ ମାମଲା; ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ

ଆଜି ସକାଳେ ୪ ଘଣ୍ଟାର ଅପରେସନ ପରେ ଭୁବନେଶ୍ୱର ସତ୍ୟ ବିହାର ଘରୁ ଜଗବନ୍ଧୁକୁ ଧରିଥିଲା ପୋଲିସ । More

ବାର୍କ ପକ୍ଷରୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଉଛି: ଜଗି

ଏନବିଏଫ୍ ନ୍ୟାସନାଲ କନକ୍ଲେଭରେ ''ବାର୍କ ଏବଂ ବିୟଣ୍ଡ'' ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା।  More

ରାଜନୀତିରେ ରାଜୁ ଓ ଅର୍ଚ୍ଚନାଙ୍କ ରଚନା

ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି। More

ଓଡ଼ିଶା ଛୁଇଁବନି ବାତ୍ୟା ! ଦିଗ ବଦଳାଇବା ନେଇ ପାଣିପାଗ ବିଭାଗର ଆକଳନ

ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ।  More

ରେଭେନ୍ସା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ- ଆନ୍ଦୋଳନ କରିବେନି କି କ୍ଲାସ୍‌ ରୁମ୍‌ରେ ମୋବାଇଲ୍‌ ବ୍ୟବହାର କରିବେନି

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ। More

ପୋଲିସ୍‌ ଫାଶରେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଗିରଫ କଲା ପୋଲିସ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଗିରଫ ପୋଲିସ୍ ଗିରଫ କରିଛି । More

ସୂର୍ଯ୍ୟପରାଗ ବେଳେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ...

ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ। More

NBFର ନ୍ୟାସନାଲ କନକ୍ଲେଭ୍‌: ଏଥର ପ୍ରସଙ୍ଗ- ‘ଫ୍ୟୁଚର୍‌ ଅଫ୍ ନ୍ୟୁଜ୍‌’

ନୂଆଦିଲ୍ଲୀରେ ନ୍ୟୁଜ୍ ବ୍ରଡ୍‌କାଷ୍ଟିଂ ଫେଡେରେସନ୍(NBF)ର ନ୍ୟାସନାଲ କନକ୍ଲେଭ୍ ଆରମ୍ଭ ହୋଇଛି।ଏହି ସମ୍ମିଳନୀରେ ଓଟିଭି ନେଟ୍‌ଓ୍ୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏବଂ ବିଜିନେସ୍ ଡେଭଲପ୍‌ମେଣ୍ଟ୍‌ ଅଫିସର ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଛନ୍ତି।  More

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। More

ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ୍‌, ଅଟୋ ଭିତରେ ରୋଗୀଙ୍କୁ ଦିଆଗଲା ଇଞ୍ଜେକ୍ସନ

ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହା କୌଣଣି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।  More

CMC ମିଟିଂରେ ବିଜେଡି କର୍ପୋରେଟରଙ୍କ ହୋ ହାଲ୍ଲା, ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ...

ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ। More

ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ

ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା।  More

ଧାମନଗର ଉପନିର୍ବାଚନରେ ଯାଜପୁର ବିଜେଡି ନେତାଙ୍କ ହାକିମାତି

ଯାଜପୁର ବିଜେଡି ନେତାଙ୍କ ଏଭଳି ଦବଦବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। More

ଏକାସଙ୍ଗେ ଗୋଟିଏ ବାଇକ୍‌ରେ ୧୨୫୦ କିଲୋମିଟର ବୁଲିଲେ ୨୫ ଚାଷୀ !

ବସ୍‌ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍‌ର। More

ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ ! ରାଜ୍ୟକୁ ନଛୁଇଁ ବାତ୍ୟା ବାଂଲାଦେଶ ମୁହାଁ ସମ୍ଭାବନା

ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ More

ଏଣିକି କୋରାପୁଟର ଜୟପୁର ବିମାନବନ୍ଦରକୁ ଉଡ଼ିବ ବିମାନ

ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। More