ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବର୍ଷାରେ ଭିଜିବ ଦଶହରା ! ୧ରୁ ଘୂର୍ଣ୍ଣିବଳୟ, ଅଧିକାଂଶ ଜିଲ୍ଲାରେ ୪ ଯାଏଁ ବର୍ଷା

ପୂଜା ଉତ୍ସାହକୁ ଫିକା କରିଦେଇପାରେ ବର୍ଷା । More

ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି । More

ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଟେନ୍‌ସନ୍ ! ହାତରେ ଆଉ ୩ ଦିନ, ବୁକିଂ ପାଇଁ ମିଳୁନି ସ୍ଲଟ୍

ଦୁର୍ବଳ ନେଟଓ୍ୱର୍କ ଓ ସର୍ଭର ଡାଉନ୍ ଯୋଗୁଁ ସମସ୍ୟା । More

ସାମ୍ନାକୁ ଆସିଲା SCB ପିଲା ଚୋରି ସତ, SNCUରୁ ନବଜାତ କନ୍ୟାକୁ ଚୋରାଇଥିଲେ ମହିଳା

କେମିତି ହାତେଇଲା ଜାଲ ପ୍ରସୂତି ଡିସଚାର୍ଜ ସାର୍ଟିଫିକେଟ୍ ? କଟକ ବଡ଼ ମେଡିକାଲ ସୁରକ୍ଷା ଉପରେ ପ୍ରଶ୍ନ । More

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଅଡିଓ କ୍ଲିପ୍‌, ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ !

ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରଭାତି । More

ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । More

ଅଫିସ ଭିତରେ ମଦ ପିଉଛନ୍ତି ଅଫିସର : ଫଟୋ ଭାଇରାଲ୍ ହେବାପରେ ରାଣ ଖାଇଲେ

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଅଫିସ ଭିତରେ ମଦ ପିଇବାର ଫଟୋ ଏବେ ଭାଇରାଲ୍ ପରେ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ରାଣ ଖାଇଛନ୍ତି । More

ଲୋକେ ହନ୍ତସନ୍ତ ! ନାଁକୁ ମାତ୍ର ପାରାଦୀପ ସହର, ହେଲେ ୱାର୍ଡରେ ନାହିଁ ରାସ୍ତା କି ଡ୍ରେନ୍..

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । More

ପୋଲିସ ଓ ଅବକାରୀ ଟିମକୁ ପନିକି ଦେଖାଇଲେ ମହିଳା

ମୋହନା ଥାନ ଲବାରସିଂ ଗାଁରେ ଦେଖିବାକୁ ମିଳିଛି ଦୃଶ୍ୟ More

ନିରାଶ ଜଗନ୍ନାଥ ପ୍ରେମୀ ! ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇଲେ ଗଜପତି ମହାରାଜ

ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ । More

କଟକ ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଞ୍ଚିଥିବା ସୂଚନା More

ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; କାରଣ ଜାଣିବାକୁ ଉଦ୍ୟମ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । More

ବମିଖାଲ ଇ-ସ୍କୁଟର ସୋରୁମ୍‌ରେ ଅଗ୍ନିକାଣ୍ତ

ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । More

ଅକ୍ଟୋବର ୧ରୁ ବଢ଼ିବ ବର୍ଷା!

ଆସନ୍ତାକାଲି ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । More

ନେମାଳ ପୀଠରେ ଅଜବ ଘଟଣା ! ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ

ବର୍ଷା ଦିନରେ ବିବର୍ଣ୍ଣ ରୂପ ଦେଖି ଶ୍ରଦ୍ଧାଳଙ୍କୁ ମନରେ ଶଙ୍କା । ଉଦ୍ୟାନ ବିଭାଗ କହିଲା ସଁବାଳୁଆ ପ୍ରଭାବରୁ ପତ୍ରଝଡ଼ା । More

ନଡ୍ଡା ବନାମ ନବୀନ ! ୨୯ରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ । More

ମାଆ ସମଲେଇଙ୍କ ହୁଣ୍ଡିରେ ଲଭ୍‌ ଲେଟର ! ଭକ୍ତ କହୁଛି ପ୍ରେମିକ ସହ ବିହା କରିଦେ

ମାନସିକ ପୂରଣ ପାଇଁ ମାଆଙ୍କ ନିକଟକୁ ଚିଠି । ସମଲେଇଙ୍କ ହୁଣ୍ଡିରୁ ବାହାରିଲା ଏକାଧିକ ହାତଲେଖା ଚିଠି । More

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍ ! ନୂଆ ନିୟମ ଦେଲା ଆଶ୍ୱସ୍ତି

ଡେଡ୍ ଲାଇନ୍ ପୂର୍ବରୁ ଆବେଦନ କରିଥିଲେ ଫାଇନ୍ ନାହିଁ । ବୁକିଂ ସ୍ଲଟ ମିଳୁନଥିବାରୁ ଟେନ୍ସନ୍‌ରେ ଲୋକେ । More

ପୋଷ୍ଟମର୍ଟମ ରିପୋର୍ଟ ପରେ ନାନା ପ୍ରଶ୍ନ, କାହିଁକି ଆତ୍ମହତ୍ୟାର ଚରମ ପଦକ୍ଷେପ ନେଲେ ଧର୍ମେନ୍ଦ୍ର ?

ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ । More