ସଂକ୍ଷେପରେ ଆଜିର ତାଜା ଖବର - Friday, 19 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଲେଶ୍ୱରକୁ ଗଲା NDRF, ଜିଲ୍ଲାପାଳଙ୍କୁ ଦିଆଗଲା ସତର୍କବାଣୀ

ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି । More

ବିପନ୍ନଙ୍କୁ ସାପ ଭୟ ! ଘରୁ ଗୋଡ଼ କାଢ଼ିଲେ କେଉଁଠି ଚନ୍ଦନବୋଡ଼ା ତ କେଉଁଠି ଅଜଗର

SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C More

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢାଇଛି ବର୍ଷା : ଛାତ ଉପରେ ଜୀବନ ସହ ସଂଘର୍ଷ କରୁଛି ମଣିଷ

ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି ରହୁଛି। More

ପାଣି ଭିତରେ ବି ମିଳୁନି ପାଣି ! କୂଅ-ନଳକୂଅ ସବୁ ବୁଡ଼ିଯାଇଛି..

ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ । More

ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ !

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି। More

ନୂଆଁଖଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ। More

୨୦ ଗେଟ୍‌ ଦେଇ ହୀରାକୁଦରୁ ଛଡ଼ାଯାଉଛି ବନ୍ୟାପାଣି...ମୁଣ୍ଡଳିରେ କମୁଛି ବନ୍ୟାଜଳ

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି। More

ସ୍କୁଲରେ ବଜ୍ରପାତ : ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି।  ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି More

ଆଜି କେତେ ରହିଛି ୨୨ କ୍ୟାରେଟ୍‌ ସୁନା ଦର ?

ସୁନା ଓ ରୁପା ଦର କେତେ ଅଛି, ଯାଞ୍ଚ କରନ୍ତୁ . . . More

ଗଭୀର ଅବପାତ ବାତ୍ୟାର ରୂପ ନେବ ନାହିଁ: IMD DG

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ । More

'ସରକାର ରୋକ୍‌ ଲଗାନ୍ତୁ, ନଚେତ୍‌ ପରିଣାମ ଭଲ ହେବନି'

ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । More

ନୂଆପଡ଼ାରେ ମାଓ ତାଣ୍ଡବ; ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ। More

ଜନସଂଖ୍ୟା ବଢ଼ାଇବାକୁ ଲୋଭନୀୟ ଅଫର୍‌ : ୧୦ ଛୁଆ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ୍‌

ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍‌ ରାଷ୍ଟ୍ରପତି । More

Daily Horoscope 19th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର ତିଥି – ୮ ମୀ ରାତ୍ରି ୧୦/୫୯ ଗତେ ୯ମୀ ଚନ୍ଦ୍ର – ମେଷ ପ୍ରାତଃ ୦୬/୦୬ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ପ୍ରାତଃ ୦୬/୦୬ ଗତେ ବିଛା ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ, ରାତ୍ରି ୦୧/୫୩ ପର୍ଯ୍ୟନ୍ତ More

ଜଙ୍ଗଲରୁ ମିଳିଲା ନର କଙ୍କାଳ : ଛାନଭିନ୍‌ ଆରମ୍ଭ କଲା ପୋଲିସ୍‌

ମାସକ ତଳେ ନିଖୋଜ ହୋଇଯାଇଥିଲେ ଜଣେ ଯୁବକ More

ବନ୍ୟାପାଣି ଘେରରୁ ୨ ବାବା ଉଦ୍ଧାର : ମନ୍ଦିରକୁ ପୂଜା କରିବାକୁ ଯାଇ ଫସି ରହିଥିଲେ

ଉଭୟଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ More

ରାଜ୍ୟରେ ଭୟଙ୍କର ବନ୍ୟାସ୍ଥିତି : ବନ୍ୟାର ଆଁ ଭିତରେ ୧୨ ଜିଲ୍ଲା

କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ, ପାଣି ଛାଡ଼ିବାର ୭ଦିନରେ କ୍ଷୟକ୍ଷତି ଆକଳନ ସହ ୧୫ଦିନ ରିଲିଫ୍ ଦେବାକୁ ସରକାରଙ୍କ ଘୋଷଣା More

ସହରୀ ବନ୍ୟା ! ଆପାର୍ଟମେଣ୍ଟ ଭିତରେ ଆଣ୍ଠୁଏ ପାଣି; ଘରଦ୍ୱାର ବୁଡିଛି, ଭାସୁଛି କଂସା ବାସନ

ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ । More

ମରିଯାଉଛି ମାନବିକତା ! ଶବକୁ ଦେଲେନି କାନ୍ଧ, ଜିଇଁ ଥାଉ ଥାଉ ମାଆକୁ ମଶାଣୀରେ ଛାଡ଼ିଲା ପୁଅ

ଆଜି ଶୀର୍ଷରେ ପହଞ୍ଚିଲାଣି ମଣିଷର ଶିକ୍ଷା, ଦୀକ୍ଷା ଆଉ ସଂସ୍କାର । କିନ୍ତୁ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଡେଣା ମେଲାଇଥିବା କୁସଂସ୍କାର ନିହାତି ଦୁର୍ଭାଗ୍ୟଜନକ । More

ଦୁର୍ଦ୍ଦଶା! ବନ୍ୟା ପାଣିରେ ମେଣ୍ଟୁଛି ବିପନ୍ନଙ୍କ ଶୋଷ, ହେଲେ ବଢ଼ାଉଛି ରୋଗ

ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ । More

ଭୟଙ୍କର ବନ୍ୟା ଆଁରେ ୧୨ ଜିଲ୍ଲା ! ପୁଣି ଲଘୁଚାପ ଆଶଙ୍କା, ଛାତିରେ ପଶିଲା ଛନକା

ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ । More

ପାଣି କମିଛି ହେଲେ ଦୁର୍ଦଶା କମିନି, ଚୁଲି ଚାଳ ବୁଡ଼ିଥିବାରୁ ଭୋକ ଉପାସରେ ବିପନ୍ନ

କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ । More