ସଂକ୍ଷେପରେ ଆଜିର ତାଜା ଖବର - Saturday, 05 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିର୍ବାଚନ ଆସିଲେ ନବୀନଙ୍କୁ ମନେ ପଡେ ଆବାସ ଯୋଜନା ଓ ଉଷୁନା ଚାଉଳ ପ୍ରସଙ୍ଗ !

ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ତାଜା କରିଛି ବିଜେଡି । ପଂଚାୟତ ପ୍ରଚାର ଚାଲିଥିବା ବେଳେ ପାର୍ଲାମେଣ୍ଟରେ ଗାଁ ଲୋକଙ୍କୁ ଛୁଉଁଥିବା ପ୍ରସଙ୍ଗ ଉଠାଉଛି ବିଜେଡି । More

ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଗଲେ ସାମ୍ବାଦିକ

ଖବର ସଂଗ୍ରହ ପାଇଁ ଯାଇ ଖବର ପାଲଟିଗଲେ ସାମ୍ବାଦିକ। ଲାଲବାହିନୀର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଆଖି ବୁଜିଲେ ଖବରଦାତା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ । More

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ଗଣଶିକ୍ଷା ମନ୍ତ୍ରୀ ?

କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର । More

ଅଟୋରେ ଆସିଲେ, ବୁଲେଟ୍ ନେଇଗଲେ

ଅଟୋରେ ଆସି ଘରେ ପଶି ଚତୁରତା ସହକାରେ ବୁଲେଟ୍ ନେଇ ପଳାଇଲେ ଲୁଟେରା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। More

ସରକାରୀ ଘର ବିକ୍ରିରେ ହେରଫେର୍; ବନ୍ଧା ହେଲେ ବିଜେଡି ନେତା

ସରକାରୀ ଘର ଯୋଗାଇ ଦେବା କହି ଲୁଟୁଥିଲେ ଟଙ୍କା। କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର, ଆଉ କିଏ ପୁଣି ଦେଇଛି ଲକ୍ଷ ଲକ୍ଷ ଟଙ୍କା। ଅଭିଯୋଗ ପରେ ଗିରଫ ହୋଇଛନ୍ତି କଟକର ବିଜେଡି ନେତା ରାଜା କରଣ। More

ହାଣ୍ଡି ହାଣ୍ଡି ହାଣ୍ଡିଆ, ପୋଲିସ୍ ବାଡ଼େଇ ଭାଙ୍ଗିଲା

ସାଲିଆ ସାହି ବସ୍ତିରେ ହଠାତ୍ ଚଢ଼ାଉ କଲା ପୋଲିସ୍। ଶହ ଶହ ଡେକ୍ଚି ବାଡ଼େଇ ଭାଙ୍ଗିଲା। ତାଲା ଭାଙ୍ଗିଲା। ବସ୍ତିରେ ମଦର ହ୍ରଦ ବହିଲା। More

ମାଓ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ମୃତ ଯୁବ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। More

୮୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗରେ କର୍ପୋରେଟରଙ୍କ ସ୍ୱାମୀ ଗିରଫ

କଟକ ଅନ୍ଦରପୁରରେ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି । ୮୦ରୁ ଅଧିକ ଲୋକଙ୍କଠାରୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । More

ଗାଁ ଭିତରେ କଙ୍କାଳ ଆସିଲା କେଉଁଠୁ?

ବାଡ଼ି ଭିତରୁ କଙ୍କାଳ ଉଦ୍ଧାର ହେବା ଘଟଣାରେ ପୋଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି... More

ରାୟଗଡ଼ାରେ ରାଜ୍‌ କରିବ କିଏ?

ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ଜମି କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହୋଇଯାଉଛି। ପୁଣି ଦୀର୍ଘ ଦିନ ଧରି ଦାବି ସତ୍ତ୍ୱେ ବି ନିର୍ମାଣ ହୋଇପାରୁନି ଆଡିବନ୍ଧ। More

ଖବର ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ, ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ମୃତ୍ୟୁ

ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ୍ୟୁ More

ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ; ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍

ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ...ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍। ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଜମତରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରୁ କରୁଛି ଅପରେଟ୍। More

ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ଲୋକସଭା ବାଚସ୍ପତିଙ୍କୁ ଜଣାଇଲା ବାରିପଦା ଟାଉନ ପୋଲିସ୍‌

ଏହାପରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଯାଇଛି। More

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା

ଏବେ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା। ବାରମ୍ବାର ନିର୍ବାଚନରେ ବିଜୟ ହୋଇ ରାଜଗାଦିରେ ବସୁଛନ୍ତି ନାୟକ ପରିବାର...ଏବେ ପୁଣି ୬୬ ବର୍ଷୀୟ ଅରୁଣ ନାୟକ। କହୁଛନ୍ତି ନବୀନ ବାବୁ ଏତେ ବୟସରେ ରାଜନୀତି କରୁଛନ୍ତି ମୁଁ କାହିଁକି କରିପାରିବିନି… More

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଦିନକରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ପ୍ରାୟ ଏକ ହଜାର କମ ରହିଛି ପଜିଟିଭ ସଂଖ୍ୟା ଗତକାଲି ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଉ ୨ ହଜାର ୬୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । More

କୁନିଝିଅର ବଡ଼ କାମ, କ୍ୟାନସର ରୋଗୀଙ୍କୁ ଦାନ କଲା ନିଜ ମୁଣ୍ଡର ଚୁଟି

ମହାନତା ଦେଖାଇଲା କୁନି ଝିଅ। ନିଜେ ଲଣ୍ଡା ହୋଇ କ୍ୟାନସର ରୋଗୀଙ୍କୁ ଦେଲା ନିଜର ଚୁଟି...କହିଲା, ଜୀବନ ତ ଦେଇପାରିବିନି, ଦେଇ ଦେଲି ନିଜର ଚୁଟି। ସାରା ଜିଲ୍ଲାରୁ ଛୁଟୁଛି ପ୍ରଶଂସାର ସୁଅ More

ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଅନୁକୂଳ ହେବ ରଥ କାଠ

ସରସ୍ୱତୀ ପୂଜା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ବରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । More

ଜମ୍ମୁ ତୱି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ସମ୍ବଲପୁର ରେଳ ଷ୍ଟେସନ୍‌ରେ ଜମ୍ମୁ ତୱି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଗତକାଲି ରାତିରେ ଟ୍ରେନ୍‌ଟି ୱାସିଂ ଲାଇନ୍‌କୁ ଯିବାବେଳେ ୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। More

କେରଳର ନୃତ୍ୟ ଗୁରୁଙ୍କୁ ମାହାରୀ ନୃତ୍ୟ ଶିଖାଉଛନ୍ତି ଗୁରୁ ରୂପଶ୍ରୀ ମହାପାତ୍ର

ମାହାରୀ ନୃତ୍ୟର ମୁଦ୍ରା ସାଙ୍ଗକୁ ତାଳରେ ତାଳ ଏବଂ ଛାନ୍ଦକୁ ଛାନ୍ଦ ମିଶାଇ ଗୀତ ଗୋବିନ୍ଦ ବା ଅଷ୍ଟପଦୀ ଓଡ଼ିଆ ଭାଷାରେ ନୃତ୍ୟ ଶିଖୁଛନ୍ତି କେରଳର ନୃତ୍ୟ ଗୁରୁ। More

ରେଳପଥରେ ଯୋଡି ହେବ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା

ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍‌ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି । More

କଳହର କରୁଣ ପରିଣତି: ଭାଇକୁ ଖଣ୍ଡାରେ ହାଣିଲା ଭାଇ

ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବେ ଆକ୍ରମଣର ଫୁଟେଜ ବି ସାମ୍ନାକୁ ଆସିଛି... More

ପଂଚାୟତ ନିର୍ବାଚନ: ନିର୍ଣ୍ଣାୟକ ଭୂମିକା ନେବେ ସୁରତ ଫେରନ୍ତା !!

ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା More

ପୋଲିସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି। More

ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଗାଁ। ଭିନ୍ନ ଭିନ୍ନ ଷ୍ଟାଇଲରେ ନେତାଏ କରୁଛନ୍ତି ପ୍ରଚାର

ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି। More