ସଂକ୍ଷେପରେ ଆଜିର ତାଜା ଖବର - Sunday, 09 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର୍‌ ଡୋଜ୍ ଟିକାକରଣ

ଭୟାବହ ସଂକ୍ରମଣ। ୨୪ଘଣ୍ଟାରେ ୪ହଜାର ୭ଶହ ୧୪ନୂଆ ପଜିଟିଭ୍। ମେଡିକାଲରେ ଭର୍ତ୍ତି ହେଉଛନ୍ତି ମାତ୍ର ୩ ପ୍ରତିଶତ ରୋଗୀ। କାଲିଠୁ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ। ବହୁବିଧ ଆକ୍ରାନ୍ତ ବରିଷ୍ଠ ନାଗରିକ ବି ନେବେ ବୁଷ୍ଟର୍ ଡୋଜ୍। More

୪ ଦିନରେ ଭିଜିବ ଅଧା ଓଡ଼ିଶା !

୧୧ ଓ ୧୨ରେ ୭ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।  More

ବଡବଡିଆ ବାବୁଙ୍କ ପ୍ରତି ସରକାରଙ୍କର କାହିଁକି ଏତେ ଅନୁକମ୍ପା? ଅବସର ନେଉ ନେଉ ମିଳୁଛି ଅତି ଲାଭଦାୟକ ପଦରେ ନିଯୁକ୍ତି

ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ । More

ତପସ୍ୱିନୀଙ୍କ ପରି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବ୍ରହ୍ମଗିରିର ଲକ୍ଷ୍ମୀପ୍ରିୟା

ସମାଧାନ ବାଟ ବାହାରିଲାନି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଶେଷରେ ଏହାକୁ ହିଁ ବାଛିନେଲେ। More

ପୋଲିସ୍‌ ଚାକିରି ପାଇଁ କାଳ ହେଲା ଡିଜାଇନ୍ ନିଶ ! ସସପେଣ୍ଡ୍‌ ହେଲେ କନେଷ୍ଟବଳ

ଚାକିରି ଚାଲିଗଲା ପଛେ ନିଶ କାଟିଲେନି ପୋଲିସ୍‌ ବାବୁ । ନିଶ ପାଇଁ ନଲମ୍ବିତ ହେଲେ । More

ସୁନା ବନ୍ଧକ ଠକେଇ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲା ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ପ୍ରେସ୍ ରିଲିଜ୍ ଜାରି କରି ସଂସ୍ଥା ଠକେଇ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି। More

ମା’ ସହ ଗାଧୋଉଥିଲା କୁନି ପୁଅ, ହେଲେ ହଠାତ୍ ଭାସିଗଲା; ‌ଏମିତି କ’ଣ ଘଟିଗଲା !

ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । More

ନଦୀ ଉପରେ ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି: ରାତି ହେଲେ ବିଷ ପକାଇ ମାରୁଛନ୍ତି ମାଛ

ରାତି ପାହିଲେ ଯେଉଁ ନଦୀରୁ ମସ୍ୟଜୀବୀମାନେ ମାଛ ମାରି ପେଟ ପୋଷନ୍ତି, ଏବେ ସେହି ନଦୀ ଉପରେ ପଡିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। କେତେବେଳେ ବିଷ ପକାଇ ଦୁର୍ବୃତ୍ତମାନେ ମାଛ ମାରୁଛନ୍ତି ତ ଆଉ କେତେବେଳେ ବୁଲୁଛି ବେଆଇନ୍‌ ଟ୍ରଲର। More

କୋଭିଡ୍ ହସ୍ପିଟାଲରେ ବଢ଼ିଲା ବେଡ୍‌ ସଂଖ୍ୟା, ଖୋଲିଲା ନୂଆ କୋଭିଡ୍‌ କେୟାର; ଜାଣନ୍ତୁ କେଉଁଠି..

କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍‌ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍‌ର ବ୍ୟବସ୍ଥା ଥିଲା । More

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍, ୭ ଦିନ ଯାଏ କଟକଣା

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବ। More

ଆସ ଖାଇବା 'ମାଛମୁଣ୍ଡ ଅଣ୍ଡା କଷା'

ଆମ ଓଡ଼ିଆ ଘରର ଖାଇବାର ସ୍ୱାଦ ପୁରା ନିଆରା । ତେବେ ଆପଣ କେବେ ଓଡିଆ ଘରର ଦେଶୀ ରେସିପି 'ମାଛମୁଣ୍ଡ ଅଣ୍ଡା କଷା' ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ 'ମାଛମୁଣ୍ଡ ଅଣ୍ଡା କଷା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ନୂଆ ଷ୍ଟାଇଲ୍‌ରେ କୂଅ ଭିତରୁ ହାତୀ ଛୁଆକୁ ଉଦ୍ଧାର କଲେ ହାତୀ ପଲ, ଜାଣନ୍ତୁ

ପ୍ରଥମେ ହାତୀ ଶାବକଟି କୂଅ ଭିତରେ ଖସି ପଡ଼ିଥିଲା । ଆଉ ହାତୀ ଛୁଆଟି ଖସି ପଡ଼ିବାରୁ ଅନ୍ୟ ହାତୀମାନେ ସେଠାରେ ଜଗି ରହିଥିଲେ । ପ୍ରାୟ ୧୦ରୁ ଅଧିକ ହାତୀ ସେହି କୂଅ ପାଖରେ ଜଗି ବସିଥିଲେ । More

ମଣ୍ଡିରୁ ଉଠୁନି ଧାନ, ମାଡ଼ି ଆସିଲାଣି ବର୍ଷା

ମଣ୍ଡିରେ ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି । More

କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼

ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ କରିଥିବା ଜଣାପଡ଼ିଛି । ଏଥିରେ କଂଗ୍ରେସ ଭବନରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ । More

ଓଡ଼ିଶାରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୪,୭୧୪ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

ବନ୍ଦ ହେଲା ଜଗାଦର୍ଶନ, ପୁଣି ଦେଖାଦେବ ଆର ମାସରେ

ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । More

ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି, କେମିତି ହେବ ପଞ୍ଚାୟତ ନିର୍ବାଚନ ?

କରୋନାର ଦ୍ରୁତ ସଂକ୍ରମଣ ଭିତରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚିନ୍ତା ଦେଖାଦେଇଛି। ଏଭଳି ସ୍ଥିତିରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? କ’ଣ ହେବ ଗାଇଡ୍‌ଲାଇନ୍‌ ? ସେନେଇ ଚିନ୍ତା ଦେଖାଦେଇଛି। More

ରାଜ୍ୟରେ ଶୀତ କମୁଛି ବର୍ଷା ମାଡ଼ି ଆସୁଛି, ପୁଣି ଚାଷୀ ମୁଣ୍ଡରେ ଚଡ଼କ

୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏହି ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଲା ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More

୧୦ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, କୋଭିଡ୍‌ ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି। More

ଢିଙ୍କିଆକୁ ଛାଡ଼ି ରାଜ୍ୟରେ ସବୁଠି ହେବ ପଞ୍ଚାୟତ ନିର୍ବାଚନ !

ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। More

ବଢ଼ି ଚାଲିଛି କରୋନା ମିଟର; ମାଡ଼ି ଚାଲିଛି ଓମିକ୍ରନ୍

ଉଗ୍ର ରୂପ ନେଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ୍। ରାଜ୍ୟରୁ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। More

କାଳିଆ ଦର୍ଶନ ନେଇ ଅସମ୍ଭବ ଭିଡ

କରୋନାର ତୃତୀୟ ଲହରୀର ଭୟକୁ ଖାତିର ନ କରି କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଠାରୁ ଦର୍ଶନ କଟକଣାକୁ ଦେଖି ଦେଖାଯାଇଥିଲା ଏହି ଭିଡ। More

ଦୁଇ ଅକର୍ମଣ୍ୟ ପୁଅ ଓ ରୋଗୀଣା ଝିଅଙ୍କୁ ନେଇ ଦୟନୀୟ ଅବସ୍ଥାରେ ବୃଦ୍ଧା ! ଜରିପାଲ ତଳେ ବିତୁଛି ଚାରିପ୍ରାଣୀ କୁଟୁମ୍ବଙ୍କ ଜୀବନ

ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି । More