Advertisment

Viral Honeymoon Video: ହନିମୁନରେ ଯାଇଥିବା ଦମ୍ପତ୍ତିଙ୍କ ରୋମାଣ୍ଟିକ୍ ଭିଡିଓ ଭାଇରାଲ୍; ୟୁଜର୍ସ କହିଲେ...

ବେଡ୍ ଉପରେ ଧଳା ରଙ୍ଗର ଚାଦର, ତା’ ଉପରେ ଲାଲ ଗୋଲାପ ଫୁଲ ଏବଂ କିଛି ହଳଦିଆ ଫୁଲ ବ୍ୟବହାର କରି ରୁମ୍‌କୁ ଏକ ସୁନ୍ଦର ଲୁକ୍ ଦିଆଯାଇଥିଲା। ଏହା ସହିତ, ବେଡ୍ ଉପରେ ଫୁଲ ସହିତ ଏକ ହାର୍ଟ ତିଆରି କରି ଫୁଲ ଚାରିପାଖରେ ବିଛାଯାଇଥିଲା। ଏହା ପରେ ରୁମ୍ ବହୁତ ରୋମାଣ୍ଟିକ ଦେଖାଯାଉଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
video

video

ଅନେକ କପୁଲ ବିବାହ ପରେ ହନିମୁନରେ ଯାଇଥାନ୍ତି। ହନିମୁନର ଅନେକ ରୋମାଣ୍ଟିକ ଭିଡିଓ ଫେସବୁକ୍ ଓ ଇନଷ୍ଟାରେ ସେୟାର କରିଥାନ୍ତି। ଯାହା ସୋସିଆଲ ମିଡିଆ ବେଶ୍ ଭାଇରାଲ ହୋଇଥାଏ। ୟୁଜର୍ସମାନେ ବି ସେଗୁଡ଼ିକୁ ଦେଖି ବହୁ ମଜା ନିଅନ୍ତି, କମେଣ୍ଟ ଦିଅନ୍ତି।

Advertisment

କିନ୍ତୁ ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଅନେକ ଲୋକ ପସନ୍ଦ କରୁଛନ୍ତି। ହନିମୁନର ଭାଇରାଲ ଭିଡିଓ ଦେଖିବା ପରେ ୟୁଜର୍ସମାନେ ଅନେକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ଏପରି ଯାଗାକୁ ବୁଲିବାକୁ ଯିବାକୁ ଚାହୁଁଛି। ଅନ୍ୟ ଜଣେ ୟୁଜର୍ସ ନିଜ କମେଣ୍ଟରେ ଲେଖିଛନ୍ତି, ମୋ ସ୍ୱାମୀ ମୋତେ ଏପରି ସ୍ଥାନକୁ ବୁଲାଇବାକୁ ନେଇଯାଆନ୍ତେ କି?

ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

ଏପରି ସୋସାଲ ମିଡିଆ ଅନେକ କମେଣ୍ଟ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ହନିମୁନରେ ଯାଇଥିବା ଏହି କପୁଲଙ୍କ ପ୍ରକୃତ କାହାଣୀ । ଘଟଣାଟି ଥିଲା ଏମିତି, ବିବାହ ପରେ, ଅଞ୍ଜଳି ଏବଂ ଚନ୍ଦନ ହନିମୁନରେ ମନାଲି ଯାଇଥିଲେ। ସେଠାରେ ପହଞ୍ଚିବା ପରେ, ଚନ୍ଦନ ଏକ ବିଳାସପୂର୍ଣ୍ଣ ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ। ହୋଟେଲ କର୍ମଚାରୀମାନେ ସେମାନଙ୍କ ରୁମକୁ ମଧ୍ୟ ଭଲରେ ସଜାଇ ଥିଲେ।

Advertisment

ବେଡ୍ ଉପରେ ଧଳା ରଙ୍ଗର ଚାଦର, ତା’ ଉପରେ ଲାଲ ଗୋଲାପ ଫୁଲ ଏବଂ କିଛି ହଳଦିଆ ଫୁଲ ବ୍ୟବହାର କରି ରୁମ୍‌କୁ ଏକ ସୁନ୍ଦର ଲୁକ୍ ଦିଆଯାଇଥିଲା। ଏହା ସହିତ, ବେଡ୍ ଉପରେ ଫୁଲ ସହିତ ଏକ ହାର୍ଟ ତିଆରି କରି ଫୁଲ ଚାରିପାଖରେ ବିଛାଯାଇଥିଲା। ଏହା ପରେ ରୁମ୍ ବହୁତ ରୋମାଣ୍ଟିକ ଦେଖାଯାଉଥିଲା। ଅଞ୍ଜଳି ନିଜ ଇନଷ୍ଟା ରେ ଏହି ଭିଡିଓଟି ସେୟାର କରିଥିଲେ। ଯାହା ଏବେ ଭାଇରାଲ ହେଉଛି।

Viral Video Manali Leh
Advertisment
Advertisment