/odishatv-khabar/media/post_attachments/uploadimage/library/16_9/16_9_0/Congress_1705632790.jpg)
Congress
କଂଗ୍ରେସର ପ୍ରେସମିଟ୍ କଟକଣା। ବିନା ଅନୁମତିରେ ଦଳର କୌଣସି ନେତା ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି ବିଜ୍ଞପ୍ତି ଜାରି କଲା କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପିସିସି ଅଫିସ ବିୟରର ଓ ଅନ୍ୟ ସମସ୍ତ ଶାଖା ପାଇଁ ଏହି ବାରଣ ଲାଗୁ ହେବ ବୋଲି ଦର୍ଶାଯାଇଛି।
Advertisment
ମିଡିଆ ସେଲ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏବଂ ପିସିସି ସଭାପତିଙ୍କୁ ନ ଜଣାଇ କେହି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି କୁହାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)