/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649327362.jpg)
Deputy mayor
ପୌର ଉପାଧ୍ୟକ୍ଷ ନିର୍ବାଚନ ଅଧିକାଂଶ ସ୍ଥାନରେ ବାଜି ମାରିଛି ବିଜେଡି । ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍ଜା ।
ମାଲକାନଗିରି ପୌରାଧ୍ୟକ୍ଷ ହେଲେ ବିଜେଡିର କବିତା ମହାନ୍ତ । ସେଭହିଳି..
ଗୁଣପୁରର ପୌରାଧ୍ୟକ୍ଷ ହେଲେ ଶିବପ୍ରସାଦ ଗୌଡ଼ (ସ୍ୱାଧୀନ)
ବଲାଙ୍ଗିର- ଗାୟତ୍ରୀ ଭୋଇ (ବିଜେଡି)
ବୌଦ୍ଧ- ସୁବାସିନୀ ସେଠୀ (ବିଜେଡି)
ବିନିକା- ତପସ୍ୱିନୀ ମେହେର (ବିଜେଡି)
ଝାରସୁଗୁଡ଼ା- ବେଣୁଗୋପାଳ ପଣିଗ୍ରାହୀ (ବିଜେଡି)
ବ୍ରଜରାଜନଗର- ଗୋପାଳ ସିତାନୀ (ବିଜେଡି)
କୁଚିଣ୍ଡା- ଦେବଯାନୀ କାଲୋ (ବିଜେଡି)
ଖୋର୍ଦ୍ଧା-ସୌର ରଞ୍ଜନ ମହାପାତ୍ର (ବିଜେଡି)
ଜଟଣୀ- ଆରତୀ ରାଉତ (ବିଜେଡି)
କଣ୍ଟାବାଂଜି- ମନୋରମା ରାଉତ (କଂଗ୍ରେସ)
ଭଦ୍ରକ- ଅଞ୍ଜୁବାଳା ଜେନା (ବିଜେଡି)
କାଶୀନଗର-ରଘୁରାମ ସାହୁ (ବିଜେଡି)
ପାରଳାଖେମୁଣ୍ଡି- ଲେଙ୍କା ମଧୁ (ବିଜେଡି)
ପଦ୍ମପୁର- ଭାରତୀ ପଟ୍ଟନାୟକ (ବିଜେଡି)
କେନ୍ଦ୍ରାପଡ଼ା- ଆକବରୀ ଖାତୁନ (ବିଜେଡି)
ରେଢ଼ାଖୋଲ- ଅନସୂୟା ପ୍ରଧାନ (ବିଜେପି)
ପଟ୍ଟାମୁଣ୍ଡାଇ- ଅନୁପ୍ରିୟା ସାହୁ( ବିଜେଡି)
ସୁନ୍ଦରଗଡ଼- ଲଲାଟେନ୍ଦୁ ପରିଡ଼ା (ବିଜେଡି)
କବିସୂର୍ଯ୍ୟନଗର- ବିକ୍ରାନ୍ତ ସାହୁ (ବିଜେଡି)
କୋରାପୁଟ- ସବିତା ପଣ୍ଡା (ବିଜେଡି)
ସୁନାବେଡ଼ା- ରିତୁକାନ୍ତା (ବିଜେଡି)
ଜୟପୁର- ବି.ସୁନୀତା (ବିଜେଡି)
ଢେଙ୍କାନାଳ- ପ୍ରକାଶ ଚନ୍ଦ୍ର କୁଅଁର (ବିଜେଡି)
କୋଟପାଡ- ଏମ୍.ସନ୍ତୋଷୀ (ସ୍ୱାଧୀନ)
ଜଗତସିଂହପୁର- ରାଜେନ୍ଦ୍ର ବିଷୋୟୀ (ବିଜେପି)
ଫୁଲବାଣୀ- ପାୟଲ ବେହେରା (ବିଜେଡି)
ଉଦଳା- ଲିଲି ଭୋଳ (ବିଜେଡି)
ରାୟଗଡ଼ା- ଶୁଭ୍ରା ପଣ୍ଡା (ବିଜେଡି)
ତେବେ କଟକର ଡେପୁଟୀ ମେୟର ନିର୍ବାଚିତ ହେଲେ ବିଜେଡିର ଦମୟନ୍ତୀ ମାଝୀ । ଆଜି ସିଏମ୍ସିରେ ହୋଇଥିବା ଡେପୁଟୀ ମେୟର ନିର୍ବାଚନରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ । କଟକରେ ଡେପୁଟୀ ମେୟର ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ଓ ବିଜେପି । କର୍ପୋରେଟର ଅବଜରଭରଙ୍କୁ ଦେଖାଇ ଭୋଟଦାନ ନିୟମକୁ ବିରୋଧ କରି ସେମାନେ ଏଭଳି ପଦକ୍ଷେପ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)