Congress
ସାରା ରାଜ୍ୟରେ ବ୍ଲକ୍ ଘେରାଉ କରିବ କଂଗ୍ରେସ । ଆସନ୍ତା ୧୮ ତାରିଖରେ ରାଜ୍ୟର ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ । ୯ ଦଫା ଦାବିରେ କଂଗ୍ରେସ ଏହି ବ୍ଲକ ଘେରାଉ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ରାଜ୍ୟରେ ୨୪ ବର୍ଷ ହେଲା ବିଜେଡି ସରକାର ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଷ୍ଟିଆ କାମ କରି ନାହାଁନ୍ତି । ସରକାର ଯୋଜନା ପରେ ଯୋଜନା ପରେ ଘୋଷଣା କରୁଛନ୍ତି। ହେଲେ ନିର୍ବାଚନ ସରିବା ପରେ ସେ ସବୁକୁ ଭୁଲି ଯାଇଛନ୍ତି। ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Congress_1692186602.jpg)