Advertisment

Today Panchang 15th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୭ମୀ ରାତ୍ରି ୧୧.୫୦ ଗତେ ୮ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୫୦ ପର୍ଯ୍ୟନ୍ତ

author-image
Deepak Acharya
undefined

Panchanga

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୭ମୀ ରାତ୍ରି ୧୧.୫୦ ଗତେ ୮ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୫୦ ପର୍ଯ୍ୟନ୍ତ

Advertisment

ଶୁଭ ସମୟ

ପ୍ରାତଃ – ୦୫.୩୦ ରୁ ୦୬.୧୧

ପ୍ରାତଃ – ୦୭.୧୨ ରୁ ୦୮.୪୦

ଦିବା – ୧୨.୧୬ ରୁ ୦୨.୪୮

ଦିବା – ୦୪.୩୦ ରୁ ୦୬.୧୧

ରାତ୍ରି – ୦୭.୪୨ ରୁ ୦୯.୦୧

ରାତ୍ରି – ୦୧.୪୪ ରୁ ୦୪.୦୦

ଅଶୁଭ ସମୟ 

ରାହୁକାଳ - ଦିବା ୧୦.୧୫ ରୁ ୧୧.୫୧

କାଳବେଳା – ଦିବା ୧୦.୧୫ ରୁ ୧୧.୫୧

ବାରବେଳା- ଦିବା ୦୮.୪୦ ରୁ ୧୦.୧୫

କାଳରାତ୍ରି- ରାତ୍ରି ୦୯.୦୧ ରୁ ୧୦.୨୬

Astrology Panchang
Advertisment
Related Articles
Advertisment