/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739936489.jpg)
ଓଟିଭି ଫୋରସାଇଟ୍
ଆଜି ଅନୁଷ୍ଠିତ ହେବ ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିବ ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ ।
Advertisment
OTV Foresight 2025 Live Updates: ଓଟିଭି ଫୋରସାଇଟ୍: ବଡ଼ ମଞ୍ଚରେ ବିଚାରର ମହାମନ୍ଥନ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା । ବହୁ ଯୁବ ଉଦ୍ୟୋଗୀ ମଧ୍ୟ ଏଥିରେ ମତ ବିନିମୟ କରିବାକୁ ଥିବା ବେଳେ, ଓଟିଭି ଫୋରସାଇଟ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିବେ ପ୍ରଖ୍ୟାତ ବଲିଉଡ୍ ଅଭିନେତା ଦିଲୀପ ତାହିଲ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)