/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752553550.jpg)
ବୁଡିଗଲା ପୋଲ
() ଆସିଲା ବନ୍ୟା, ବୁଡିଗଲା ପୋଲ । ଉପରମୁଣ୍ଡରେ ପ୍ରବଳ ବର୍ଷ। ଯୋଗୁଁ ତେଲକୋଇ ବ୍ଲକ ପିଟାନାଳୀ ଜରଡ଼ା ନାଳ ପୋଲ ଉପରେ ଚାଲୁଛି ପାଣି । ଏବେ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବହିତ ହେଉଛି । ଫଳରେ ପିଟାନାଳୀ ଓ ସାପଲାଞ୍ଜି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
Advertisment
ପୋଲ ଉପରେ ପାଣି ଚାଲୁଥିବାରୁ ଗମନାଗମନରେ ସମସ୍ୟା ଦେଖାଦେଇଛି । ଏପରକି ସ୍କୁଲ ପିଲା ମାନେ ମଧ୍ୟ ସ୍କୁଲକୁ ଯାଇନପାରିଥିବା ଅଭିଯୋଗ ହୋଇଛି । ପୋଲର ଉଚ୍ଚତା କମ୍ ଥିବାରୁ ଅସରାଏ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି ।
ସୋମବାର ଦିନ ମଧ୍ୟ ବନ୍ୟା ପାଣି ଗାଁ ଲୋକଙ୍କ ରାସ୍ତା ଅବରୋଧ କରିଥିଲା । ବର୍ଷା ଦିନ ହେଲେ ଗାଁ ଲୋକ ଏଭଳି ସମସ୍ୟା ଭୋଗୁଥିବା ବେଳେ, ଉଚ୍ଚ ସେତୁ ନିର୍ମାଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।…
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)