Rajendra Kumar Pradhan
ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ରୁ ସାମ୍ବାଦିକତାରେ ପିଜି । ଦୀର୍ଘ ୧୨ ବର୍ଷ ଧରି ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ । କନକ ଟିଭି, ଇଟିଭି ନ୍ୟୁଜ ଓଡ଼ିଆ, ନ୍ୟୁଜ ୧୮ ଓଡ଼ିଆ, ନ୍ୟୁଜ୍ ୱାର୍ଲଡ ଓଡ଼ିଶା ଏବଂ ନନ୍ଦିଘୋଷ ଟିଭିରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ଓଟିଭିରେ ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରସାରିତ ବୁଲେଟିନ ସଂପାଦନ କରୁଛି ।....