Advertisment

BrahMos Missile Strike on Pakistan: ଅପରେସନ ସିନ୍ଦୂର: ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ଏହି ବ୍ରହ୍ମୋସ

୯ ଓ ୧୦ ତାରିଖରେ ବିଧ୍ୱଂସୀ ବ୍ରହ୍ମୋସ କ୍ରୁଜ୍ ମିସାଇଲ ମାଧ୍ୟମରେ ପାକିସ୍ତାନର ୧୧ଟି ଏୟାରବେସକୁ ଧ୍ୱଂସ କରିଦେଇଥିଲା। ତେବେ ଭାରତ ତାର ବ୍ରହ୍ମାସ୍ତ୍ର ବ୍ରହ୍ମୋସର ପ୍ରୟୋଗ ପୂର୍ବରୁ କରିଥିଲା ବିଗ୍ ପ୍ଲାନ୍। ଟାର୍ଗେଟରେ ଥିଲା ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମ।

author-image
Tapaswini Nayak
ଅଦ୍ୟତନ ହୋଇଛି
Pakistan

Pakistan

ଅପରେସନ ସିନ୍ଦୂରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ଭାରତର ଅଜେୟ ଯୁଦ୍ଧାସ୍ତ୍ର ବ୍ରହ୍ମୋସ । ପାକିସ୍ତାନରେ ଭୀଷଣ ତାଣ୍ଡବ ରଚିଥିଲା ୧୫ଟି ବ୍ରହ୍ମୋସ୍ ମିସାଇଲ୍।

Advertisment

୯ ଓ ୧୦ ତାରିଖରେ ବିଧ୍ୱଂସୀ ବ୍ରହ୍ମୋସ କ୍ରୁଜ୍ ମିସାଇଲ ମାଧ୍ୟମରେ ପାକିସ୍ତାନର ୧୧ଟି ଏୟାରବେସକୁ ଧ୍ୱଂସ କରି ଦେଇଥିଲା। ତେବେ ଭାରତ ତାର ବ୍ରହ୍ମାସ୍ତ୍ର ବ୍ରହ୍ମୋସର ପ୍ରୟୋଗ ପୂର୍ବରୁ କରିଥିଲା ବିଗ୍ ପ୍ଲାନ୍। ଟାର୍ଗେଟରେ ଥିଲା ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଯିବନି ସିନ୍ଧୁ ଜଳ, ଜୟଶଙ୍କରଙ୍କ ଆହ୍ୱାନ ' କେବଳ POK ପ୍ରସଙ୍ଗରେ ଆଲୋଚନା କରିବୁ'

Advertisment

ପ୍ରଥମେ ପାଇଲଟ୍ ବିହୀନ ଟାର୍ଗେଟ ଏୟାରକ୍ରାପ୍ଟ ଛାଡ଼ି ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଥିଲା। ଆଉ ତା’ପରେ ଡ୍ରୋନ୍ ମାଧ୍ୟମରେ ସେହି ବ୍ୟବସ୍ଥାଗୁଡ଼ିକୁ ନିଷ୍କ୍ରିୟ ଏବଂ ଧ୍ୱଂସ କରିଦେଇଥିଲା। ଏଭଳି କରି ବ୍ରହ୍ମୋସ ଏବଂ ସ୍କାଲ୍ପ କ୍ରୁଜ ମିସାଇଲ ବ୍ୟବହାର କରିବାକୁ ରାସ୍ତା ସଫା କରିଦେଇଥିଲା ଭାରତୀୟ ବାୟୁସେନା।

ମେ’ ୯ ଓ ୧୦ ତାରିଖ ରାତିରେ ପାକିସ୍ତାନର ପ୍ରମୁଖ ବାୟୁସେନା ଘାଟିଗୁଡ଼ିକୁ ଟାର୍ଗେଟ କରି ପ୍ରାୟ ୧୫ଟି ବ୍ରହ୍ମୋସ ମିସାଇଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିଥିଲା। ଭାରତର ଏହି ଅପରେସନ ପାକିସ୍ତାନର ୧୩ଟି ପ୍ରମୁଖ ବାୟୁସେନା ଘାଟି ମଧ୍ୟରୁ ୧୧ଟିକୁ ଛାରଖାର କରିଦେଇ ପାକର ବାୟୁ ପ୍ରତିରକ୍ଷା ନେଟୱାର୍କ ଏବଂ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ରାଜନାଥ ଶୁଣାଇଲେ ଚରମବାଣୀ; କହିଲେ, ଧର୍ମ ପଚାରି ମାରିଥିଲେ, କର୍ମ ଅନୁସାରେ ଦଣ୍ଡ ଦେଲୁ

India Pakistan Operation Sindoor
Advertisment
Advertisment