/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645272511.jpg)
fake spice factory
କଟକ: କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମସଲା । ଏବେ ନକଲି ମସଲା କାରଖାନାରେ ଚଢ଼ାଉ ହୋଇଛି । ବିପୁଳ ନକଲି ସାମଗ୍ରୀ ଠାବ ହୋଇଛି ।
Advertisment
ବୟାଳିଶ ମୌଜାରେ ଚାଲିଥିବା ନକଲି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ାଉ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।
ସେହିପରି ଗତ ଜାନୁୟାରୀ ମାସ ୩ ରିଖରେ,କଟକ ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କରି ସିଲ କରିଥିଲା ପୋଲିସ୍ । ଗୋଦାମରେ ୩ଟି ନାମୀଦାମୀ ବ୍ରାଣ୍ଡ ନାଁରେ ମାର୍କେଟକୁ ଡୁପ୍ଲିକେଟ ସିମେଣ୍ଟ ଛଡାଯାଉଥିବାର ଜଣାପଡିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)