/odishatv-khabar/media/post_attachments/uploadimage/library/16_9/16_9_0/OSSC_Exam_1696322840.jpg)
OSSC Exam
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ପୁଣି ତ୍ରୁଟି ଅଭିଯୋଗ । ଏନେଇ ସଂସ୍କୃତ ଓ ହିନ୍ଦୀ ଆଶାୟୀ ଶିକ୍ଷକମାନେ ପରୀକ୍ଷାରେ ତ୍ରୁଟି ଥିବା ଅଭିଯୋଗ କରି ଷ୍ଟାଫ୍ ସିଲେକସନ୍ ଅଫିସ କାର୍ଯାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସଂସ୍କୃତରେ ଆସିଥିବା ପ୍ରଶ୍ନର ୮୦ ପ୍ରତିଶତ ପ୍ରଶ୍ନ ବାହାରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ୧୨ଟି ତ୍ରୁଟି ଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପରୀକ୍ଷା ବାତିଲ କରି ଆଉଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି । ପ୍ରାୟ ୬ ହଜାରରୁ ଅଧିକ ଆଶାୟୀ ଶିକ୍ଷକ ଏହି ପରୀକ୍ଷା ଦେଇଥିବା ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)