Advertisment

RRC SCR recruitment 2025: ସ୍ପୋର୍ଟ୍ସ କୋଟା ଥିଲେ ଭାରତୀୟ ରେଳବାଇରେ ଚାକିରି

ରେଳ ନିଯୁକ୍ତି ସେଲ୍, ଦକ୍ଷିଣ କେନ୍ଦ୍ରୀୟ ରେଲ୍‌ୱେ(RRC SCR) ନେଇଆସିଛି ଚାକିରି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
RRC SCR recruitment 2025 apply for 61 post

RRC SCR recruitment 2025 apply for 61 post

ଆପଣ ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳ ନିଯୁକ୍ତି ସେଲ୍, ଦକ୍ଷିଣ କେନ୍ଦ୍ରୀୟ ରେଲ୍‌ୱେ(RRC SCR) ଏହି ସୁଯୋଗ ନେଇଆସିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RRC SCRରେ ସ୍ପୋର୍ଟ୍ସକୋଟାରେ ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍‌ ପାଶ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRC SCRର ଅଫିସିଆଲ୍ ୱେବ୍‌ସାଇଟ୍‌ scr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ RRC SCR recruitment 2025 apply for 61 post Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୪ ଜାନୁଆରୀ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୩ ଫେବୃଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ମୁଖ୍ୟାଳୟ, ସିକନ୍ଦରାବାଦ କୋଟା – ୨୧ଟି ପୋଷ୍ଟ୍‌
  • ମୁଖ୍ୟାଳୟ କୋଟା – ୧୦ଟି ପୋଷ୍ଟ୍‌
  • ସିକନ୍ଦରାବାଦ ଡିଭିଜନ୍ – ୦୫ଟି ପୋଷ୍ଟ୍‌
  • ହାଇଦ୍ରାବାଦ ଡିଭିଜନ୍ – ୦୫ଟି ପୋଷ୍ଟ୍‌
  • ବିଜୟୱାଡା ଡିଭିଜନ୍ – ୦୫ଟି ପୋଷ୍ଟ୍‌
  • ଗୁଣ୍ଟୁର ଡିଭିଜନ୍ – ୦୫ଟି ପୋଷ୍ଟ୍‌
  • ଗୁଣ୍ଟାକାଲ୍ ଡିଭିଜନ୍ – ୦୫ଟି ପୋଷ୍ଟ୍‌
  • ନାଣ୍ଡେଡ୍ ଡିଭିଜନ୍ – ୫ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୬୧ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ଯୋଗ୍ୟତା:

  • ସର୍ବନିମ୍ନ ଦଶମ ପାଶ୍ ସହିତ ଦ୍ୱାଦଶ କିମ୍ବା ITI ପାଶ୍
  • ପ୍ରାର୍ଥୀ କ୍ରୀଡ଼ାରେ ମଧ୍ୟ ନିର୍ଦ୍ଦିଷ୍ଟ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୦୧ ଜାନୁଆରୀ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ବର୍ଗ – ୫୦୦ ଟଙ୍କା
  • SC/ ST/ PwBD/ ମହିଳା/ଅଳ୍ପସଂଖ୍ୟକ/SEBC – ୨୫୦ ଟଙ୍କା

ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ଶାରିରୀକ ପରୀକ୍ଷା
  • ଖେଳ କୌଶଳ
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ https://www.scr.indianrailways.gov.in କୁ ଯାଆନ୍ତୁ
  • "Sports Quota (Open Advt.) 2024-25" ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • " New Registration " ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ମଗାଯାଇଥିବା ବିବରଣୀ ସହିତ ପୂରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Indian Railway Jobs Govt Jobs Govt Job Recruitment
Advertisment
Advertisment