/odishatv-khabar/media/post_attachments/uploadimage/library/16_9/16_9_0/UN_1649350371.jpg)
UN
ଋଷକୁ ଲାଗିଲା ବଡ଼ ଝଟ୍କା । ଜାତିସଂଘରେ ହେଲା ଅପମାନିତ । ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ରୁଷିଆ । ଜାତିସଂଘରେ ଭୋଟିଂ ପରେ UNHRCରୁ ନିଲମ୍ବିତ ହେଲା ରୁଷ ।
Advertisment
ଭୋଟିଂରେ ରୁଷ ବିରୋଧରେ ୯୩ଟି ଭୋଟ ପଡ଼ିଥିବା ବେଳେ ସପକ୍ଷରେ ପଡ଼ିଥିଲା ମାତ୍ର ୨୪ଟି ଭୋଟ୍ । ତେବେ ଏହାରି ଭିତରେ ସବୁଠୁ ରୋଚକ ଖବର ହେଉଛି ଭୋଟ୍ଦାନରୁ ବିରତ ରହିଲା ଭାରତ । ଖାଲି ଭାରତ ନୁହେଁ ପ୍ରାୟ ୫୮ଟି ଦେଶ ଭୋଟ ଦାନରୁ ବିରତ ରହିଛନ୍ତି । ବୁଚା ବର୍ବରତାକୁ ନେଇ ରୁଷିଆ ବିରୋଧୀ ପ୍ରସ୍ତାବ ଉପରେ ଭୋଟ୍ ଦେଲାନି ଭାରତ । ତେବେ ଏହା ଦ୍ୱିତୀୟ ଥର ପାଇଁ ହୋଇଥିବା ଦେଖାଯାଇଛି ।
UN General Assembly suspends Russia from Human Rights Council
Read @ANI Story | https://t.co/THko2eaMHx#UNGA#UNHRC#Russiapic.twitter.com/JJwMYckKhk
— ANI Digital (@ani_digital) April 7, 2022
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)