/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645788547.jpg)
russia ukraine war
ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଭିତରେ ୟୁକ୍ରେନର କାଉଣ୍ଟର ଆଟାକ୍। ରୁଷ ସେନା ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ମଧ୍ୟ ପାଲଟା ଜବାବ ଦେବା ଆରମ୍ଭ କରିଛି। ଲଙ୍ଗ୍ରେଂଜ ମିସାଇଲ୍ ଜରିଆରେ ରୁଷର ଏୟାର ବେସ୍ ଟାର୍ଗେଟ କରିଛି ୟୁକ୍ରେନ୍। ସେପଟେ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷ ଆଜି ଆଲୋଚନା ପାଇଁ ରାଜି ହୋଇଛି। ଆକ୍ରମଣର ୪୦ ଘଣ୍ଟା ପରେ ଆଲୋଚନା ପାଇଁ ପ୍ରସ୍ତୁତ କହିଲା ରୁଷିଆ।
Advertisment
ରୁଷର ବିଦେଶ ମନ୍ତ୍ରୀ କହିଛନ୍ତି ଯଦି ୟୁକ୍ରେନ୍ ସେନା ଅସ୍ତ୍ର ତ୍ୟାଗ କରିବ, ତେବେ ରୁଷ ଆଲୋଚନା ପାଇଁ ଆଗକୁ ଆସିବ ବୋଲି ସେ କହିଛନ୍ତି। ସେପଟେ ରୁଷିଅା ସେନା ୟୁକ୍ରେନ୍ର ରାଜଧାନୀ କିଭ୍ ପାଖାପାଖି ପହଞ୍ଚିଥିବା ସୂଚନା ମିଳିଛି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)