/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632223836.jpg)
benefits of papaya leaves
ଅମୃତ ଭଣ୍ଡାର ସେବନ କରିବା ସ୍ୱାସ୍ଥ୍ୟପକ୍ଷ ଲାଭଦାୟକ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅମୃତ ଭଣ୍ଡା ପତ୍ର ଶାରୀର ପାଇଁ ଲାଭ ଦାୟକ ଅଟେ ଦାୟକ ଅଟେ । ଅମୃତ ଭଣ୍ଡା ପାତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ,ଯାହାର ବ୍ୟବହାର ଦ୍ୱାରା ଅନେକ ରୋଗକୁ ଦୂର କରାଯାଇ ପାରିବ ।
Advertisment
Also Read
- ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଅମୃତ ଭଣ୍ଡା ପତ୍ରର ରସ ଆରାମ ଦେଇଥାଏ । ଋତୁସ୍ରାବ ସମୟରେ ଅମୃତଭଣ୍ଡା ରସକୁ ଫୁଟାଇ ଗରମ କରି ଲୁଣ ମିଶାଇ ପିବା ଦ୍ୱାରା ଏହି ଯନ୍ତ୍ରଣା ଦୂର ହୋଇଥାଏ ଓ ଶରୀରକୁ ଅନ୍ୟ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।
- ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ପାଇଁ ଅମୃତ ଭଣ୍ଡା ପତ୍ରର ରସ ଅତ୍ୟନ୍ତ ହିତକର ଅଟେ । ଏହା ଜ୍ୱର ଅଧିକ ବଢୁଥିବା ସମୟରେ ଦୁର୍ବଳତା ଦୂର କରିବା ସହିତ ସେଥିରୁ ଆରାମ ମଧ୍ୟ ଦେଇଥାଏ । ଜ୍ୱର ସମୟରେ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଫୁଲ ଏହି ରସ ଦ୍ୱାରା ଦୂର ହୋଇ ପାରିବ ବୋଲି ଗବେଷକ ମାନଙ୍କର ମତ ରହିଛି ।
- ଅମୃତ ଭଣ୍ଡା ପାତ୍ରରେ କ୍ୟାନ୍ସର ରୋଧକ ଗୁଣ ମିଳିଥାଏ । ଯାହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିବାରେ ସାହାଯ୍ୟ କରେ । ସ୍ତନ କର୍କଟ ରୋଗ ପାଇଁ ଏହା ଅତ୍ୟନ୍ତ ହିତକର ।
- ଆପଣ ଯଦି ସବୁ ଋତୁରେ ଅମୃତ ଭଣ୍ଡା ରସ ପିଉଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ବ୍ୟାକ୍ଟେରିଆ ଓ ସଂକ୍ରମଣରୁ ଦୁରେଇ ରଖିବାରେ ସକ୍ଷମ ହେବ। ତା ସହିତ ରକ୍ତରେ WBC ଓ ପ୍ଲେଟଲେଟକୁ ବଢ଼ିବାରେ ସାହାଯ୍ୟ କରିବ ।
- ଅମୃତ ଭଣ୍ଡା ପତ୍ରର ରସ ଦ୍ୱାରା ପେଟ ସମ୍ବଧୀୟ ସମସ୍ତ ଅସୁବିଧା ଦୂର କରାଯାଇ ପାରିବ । ଅମୃତ ଭଣ୍ଡା ପତ୍ରର ରସ ଗୋଲମରିଚ ସହିତ ପ୍ରତିଦିନ ପିଇବା ଦ୍ୱାରା ପାଚନ ସମ୍ବଧୀୟ ସମସ୍ୟା ଦୂର ହୋଇଥାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)