• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମାନସିକ ଚାପରୁ ରକ୍ଷା କରେ ଲବଙ୍ଗ 

ଲବଙ୍ଗରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା ମହାମାରୀ କୋଭିଡ ସମୟରେ ଲବଙ୍ଗ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗର ଲାଭକାରୀ ଗୁଣ ସମ୍ପର୍କରେ ।

  • କରୋନା ସମୟରେ କାଶ,ଥଣ୍ଡା ଓ ଜ୍ୱରରୁ ରକ୍ଷା ମଧ୍ୟ ପାଇବା ପାଇଁ ଲବଙ୍ଗ ପାଣି ବହୁତ ସହାୟକ ହୋଇଥାଏ ।
  • ଏହା ସହ ସମସ୍ତ ରୋଗ ସମସ୍ୟା ଦୂର ହୋଇଥାଏ ।
  • ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ ।
  • ଏଥି ସହିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ ।
  • ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯାହା ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ ।
  • ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ସମସ୍ତ ରୋଗ ଠାରୁ ମଧ୍ୟ ଦୂରରେ ରହିବେ ।

କେମିତି ବନାଇବେ ଲବଙ୍ଗ ପାଣି:

  • ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ରୁ ୩ଟି ଲବଙ୍ଗ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ ।
  • ୫ ମିନିଟ ଫୁଟିଇବା ପରେ ଏହାକୁ ଥଣ୍ଡା କରନ୍ତୁ ।
  • ଅଳ୍ପ ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ ।
Benifits Of ClovesBenifits Of Cloves

OTV is now on Whatsapp

Join and get latest news update delivered to you via whatsapp

Join Now