ଘରେ ବନାନ୍ତୁ ଚଟ୍‌ପଟା ପନିର କଟ୍‌ଲେଟ୍

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଚଟପଟା ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।

paneer cutlet

News Summary

ଜଳଖିଆ ପାଇଁ ବନାନ୍ତୁ 'ପନିର କଟ୍‌ଲେଟ୍'

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ପନିର କଟ୍‌ଲେଟ୍ ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ପନିର କଟ୍‌ଲେଟ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନିର, ମକା, ବେସନ, କଟା ପିଆଜ ,ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା ,ରିଫାଇନ୍ ତେଲ, ବ୍ରେଡ କ୍ରମ୍ବ ଓ ସ୍ୱାଦନୁସାରେ ଲୁଣ ।

ଅଧିକ ପଢ଼ନ୍ତୁ: ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ କଙ୍କଡ଼ା କୋର୍ମା

ପ୍ରସ୍ତୁତି ପ୍ରଣାଳୀ:

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କଟଲେଟ୍’। ଏହାକୁ ଆପଣ ସଂଧ୍ୟା କିମ୍ବା ସକାଳର ଟିଫିନ୍ ଓ ବ୍ରେକଫାଷ୍ଟରେ ଖାଇପାରିବେ।