Advertisment

Teacher Transfer Recommendations by MPs, MLAs: MP, MLAଙ୍କୁ ଶିକ୍ଷକ ବଦଳି ସୁପାରିସ କ୍ଷମତା; ସର୍ବାଧିକ ୧୫ ଜଣଙ୍କୁ କରିପାରିବେ...

ଏଣିକି ଶିକ୍ଷକ ବଦଳି ପାଇଁ ସୁପାରିଶ କରି ପାରିବେ ସାଂସଦ ଓ ବିଧାୟକ। ଏଥିପାଇଁ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା ବୃଦ୍ଧି କରାଯାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Teacher Transfer Recommendations by MPs, MLAs

Teacher Transfer Recommendations by MPs, MLAs

ଏଣିକି ଶିକ୍ଷକ ବଦଳି ପାଇଁ ସୁପାରିଶ କରି ପାରିବେ ସାଂସଦ ଓ ବିଧାୟକ। ଏଥିପାଇଁ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା ବୃଦ୍ଧି କରାଯାଇଛି। ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ ସାଂସଦ ଓ ବିଧାୟକ। 

Advertisment

ଚଳିତ ମାସ ୧୫ରୁ ଜୁନ ୧୫ ତାରିଖ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ। ସେହିପରି ରାଜ୍ୟସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଷ୍ଟ ପଠାଇବେ। ଆଉ ଏହି ସମୟ ଭିତରେ ହୋଇଥିବା ସୁପାରିଶ ଆଧାରରେ ହିଁ ବଦଳି କରାଯାଇପାରିବ ବୋଲି ଏ ସଂପର୍କିତ ଏକ ଚିଠିରେ ଉଲ୍ଲେଖ କରିଛି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ।

MLAs Teachers
Advertisment
Related Articles
Advertisment