Advertisment

Violence Erupts at BMC Office: ଭୟଙ୍କର ଘଟଣା: ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ...

ଅତିରିକ୍ତ କମିଶନରଙ୍କୁ ମାଡ଼ର ଦୃଶ୍ୟ ପଦାକୁ ଆସିଲା...ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି ଯାହାର ଭୟଙ୍କର ଦୃଶ୍ୟ ପଦାକୁ ଆସିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Violence Erupts at BMC Office

Violence Erupts at BMC Office

ଭୟଙ୍କର ଘଟଣା...BMC ଅଫିସ ଭିତରେ ଆକ୍ରମଣ ଦୃଶ୍ୟ ପଦାକୁ ଆସିଲା...ଅତିରିକ୍ତ କମିଶନରଙ୍କୁ ମାଡ଼ର ଦୃଶ୍ୟ ପଦାକୁ ଆସିଲା...ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି ଯାହାର ଭୟଙ୍କର ଦୃଶ୍ୟ ପଦାକୁ ଆସିଛି । ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାଡ଼ ମାରୁଥିବାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ଯାହା ଭିଡ଼ିଓରେ ମଧ୍ୟ ଦେଖିବାକୁ ମିଳୁଛି ।

Advertisment

ତେବେ ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ପଶି ଆକ୍ରମଣ କରିଛନ୍ତି କିଛି ଦଳୀୟ କର୍ମୀ। କଲର ଧରି ରତ୍ନାକର ସାହୁଙ୍କୁ ବାହାରକୁ ଘୋଷାଡ଼ି ଆଣିଲେ କିଛି ଲୋକେ। ମାଡ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏନେଇ ବିଏମସି ଅଫିସରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି...

Advertisment


ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି

Domestic Violence Case BMC
Advertisment
Advertisment