Advertisment

Sword Attack in Bhubaneswar: ରାଜଧାନୀରେ ପୁଣି ବୁଲିଲା ଭୁଜାଲି, ଘର ଆଗରୁ ବାଇକ୍‌ କାଢ଼ିବାକୁ କହିବାରୁ ଆକ୍ରମଣ

ମିଳିଥିବା ସୂଚନା ଅନୁସାରେ, ଶିବ ପ୍ରସାଦ ସେଠୀ ତାଙ୍କ କାର୍ ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ୍‌ ରହିଥିବା ଦେଖିଥିଲେ । ଏହାପରେ ସେ ବାଇକ୍‌କୁ ବାହାର କରିବାକୁ ହର୍ଣ୍ଣ ବଜାଇଥିଲେ । କିନ୍ତୁ ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ମରଣାତ୍ମକ ଆକ୍ରମଣ କରିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଗାଡ଼ି ପାର୍କିଂ ବଚସାରୁ ଭୁଜାଲି ମାଡ଼ !

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଭୁଜାଲି I ଧଉଳି ଥାନା ଅନ୍ତର୍ଗତ ଲିଙ୍ଗପୁର ଛକରେ ଅପରାଧୀଙ୍କ ଉନ୍ମତ୍ତ କାଣ୍ଡ I ଘର ଆଗରୁ ବାଇକ କାଢିବାକୁ କହିବାରୁ କଲେ ମରଣାତ୍ମକ ଆକ୍ରମଣ I ଅଭିଯୁକ୍ତଙ୍କ ଆକ୍ରମଣରେ ଶିବ ପ୍ରସାଦ ସେଠୀ ଓ ସ୍ବପ୍ନେଶ୍ବର ପାଣିଗ୍ରାହୀ ଆହତ I ହାପି ଭୋଇ, ଉତ୍ତମ ମହାପାତ୍ରଙ୍କ ସମେତ ୮ରୁ ୧୦ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି I

Advertisment

ଅଧିକ ପଢ଼ନ୍ତୁ: ପୁଣି ନବବଧୂର ନରହନ୍ତା ରୂପ: ବିବାହର ୧୫ ଦିନ ପରେ ସ୍ୱାମୀକୁ କୁରାଢ଼ିରେ ହାଣି ହତ୍ୟା

ମିଳିଥିବା ସୂଚନା ଅନୁସାରେ, ଶିବ ପ୍ରସାଦ ସେଠୀ ତାଙ୍କ କାର ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ୍‌ ରହିଥିବା ଦେଖିଥିଲେ । ଏହାପରେ ସେ ବାଇକ୍‌କୁ ବାହାର କରିବାକୁ ହର୍ଣ୍ଣ ବଜାଇଥିଲେ । କିନ୍ତୁ ଏଥିରେ ଅଭିଯୁକ୍ତମାନେ ଉତ୍‌କ୍ଷିପ୍ତ ହୋଇ ମରଣାତ୍ମକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ କାରକୁ ଭାଙ୍ଗିବା ସହ କୋଲଡ୍ରିଙ୍କସ ବୋତଲରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣକାରୀ ଗତ କିଛିଦିନ ତଳେ ଜେଲରୁ ଜାମିନରେ ବାହାରିଥିଲେ ବୋଲି ସୂଚନା ମିଳିଛି ।

Advertisment
Bhubaneswar Attack
Advertisment
Related Articles
Advertisment