• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ହଷ୍ଟେଲ ଭାଙ୍ଗିଲେ । ଲେଡିଜ ହଷ୍ଟେଲ ବେଡ୍‌ ରୁମ୍‌ରେ ପଶି ଅଶ୍ଳୀଳ ଇଙ୍ଗିତ କଲେ । ସ୍ପିଡ ବାଇକରେ ଆସି ରୋଡ଼ ରୋମିଓଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ । ୫ ଜଣ ଦୁର୍ବୃତ୍ତ ଏହି ତୁମୁଳକାଣ୍ଡ ଭିଆଇଛନ୍ତି । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଫର୍ଣ୍ଣିିଚର, ଟିଭି, ଆକ୍ୱାରିୟମ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି । ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା ଘଟଣା । ନୟାପଲ୍ଲୀ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।