/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749007727.jpg)
Rape attempt
ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ । ଜଣେ କନେଷ୍ଟବଳ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଭଳି ଘଟଣା ସାମନାକୁ ଆସିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ । ଜିଲ୍ଲାର ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । କନେଷ୍ଟବଳ ବିରଞ୍ଚି ମୁଣ୍ଡାଙ୍କୁ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି।
Advertisment
ଅଧିକ ପଢନ୍ତୁ: କେବେ ସ୍ୱାମୀ ତ କେବେ ସ୍ତ୍ରୀ, କାହିଁକି ଘଟୁଛି ହତ୍ୟା ପରେ ହତ୍ୟା ?
ଅଭିଯୁକ୍ତ ଜଣକ ପୀଡିତାଙ୍କ ପରିବାରର ପରିଚିତ ହୋଇଥିବା ବେଳେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେଖାଇ ନେବା ବାହାନାରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ବରେଇପାଲି ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର ଲୋକେ। ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯିକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ଅଣ୍ଡା ତରକାରୀ ପାଇଁ... ଚୁଲିଫୁଙ୍କାରେ ସ୍ତ୍ରୀର ଜୀବନ ଗଲା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)