Advertisment

Today Panchang 5th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି –୧୩ଶୀ ରାତ୍ରି ୦୩.୧୩ ଗତେ ୧୪ଶୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି –୧୩ଶୀ ରାତ୍ରି ୦୩.୧୩ ଗତେ ୧୪ଶୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ

ପ୍ରାତଃ – ୦୫.୩୫ ରୁ ୦୬.୨୪

ପ୍ରାତଃ – ୦୭.୧୪ ରୁ ୦୮.୪୦

ଦିବା – ୧୨.୦୯ ରୁ ୦୨.୩୭

ଦିବା – ୦୪.୧୬ ରୁ ୦୫.୫୪

ସନ୍ଧ୍ୟା – ୦୭.୨୮ ରୁ ୦୮.୫୦

ରାତ୍ରି – ୦୧.୪୨ ରୁ ୦୪.୦୨

ଅଶୁଭ ସମୟ 

ରାହୁକାଳ - ଦିବା ୧୦.୧୨ ରୁ ୧୧.୪୫

କାଳବେଳା – ଦିବା ୧୦.୧୨ ରୁ ୧୧.୪୫

ବାରବେଳା- ଦିବା ୦୮.୪୦ ରୁ ୧୦.୧୨

କାଳରାତ୍ରି- ରାତ୍ରି ୦୮.୫୦ ରୁ ୧୦.୧୭

Astrology Panchang
Advertisment
Related Articles
Advertisment