Advertisment

Today Panchang 4th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଜାଣିନିଅନ୍ତୁ ଶୁଭ ଅଶୁଭ ସମୟ

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Today Panchang 5th May 2023

Today Panchang

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଚନ୍ଦ୍ର– କନ୍ୟା ଦିବା ୦୯.୧୯ ଗତେ ତୁଳା, ତିଥି– ୧୪ଶୀ ରାତ୍ରି ୧୧.୪୪ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର– ବୃଷ ଦିବା ୦୯.୧୯ ପର୍ଯ୍ୟନ୍ତ, ଘାତ ବାର– ତୁଳା, କୁମ୍ଭ, ପୁଷ୍କର ଦୋଷ– ନାସ୍ତି ।

Advertisment

ଶୁଭ ସମୟ

  • ପ୍ରାତଃ ୦୫.୨୦ରୁ ୦୭.୦୨
  • ଦିବା ୧୦.୨୬ରୁ ୦୧.୦୦
  • ରାତ୍ରି ୦୨.୨୦ରୁ ୦୩.୦୫

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ

  • ଋାହୁକାଳ – ଦିବା ୦୧.୧୯ରୁ ୦୨.୫୫
  • କାଳବେଳା – ଦିବା ୦୨.୫୫ରୁ ୦୪.୩୧
  • ବାରବେଳା – ଦିବା ୦୪.୩୧ରୁ ୦୬.୦୭
  • କାଳରାତ୍ରି – ରାତ୍ରି ୧୧.୪୩ରୁ ୦୧.୦୭
Panchang
Advertisment
Advertisment