Advertisment

Today Panchang 11th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୧୨.୦୭ ଗତେ ମକର ତିଥି- ପ୍ରତିପଦ ରାତ୍ରି ୦୨.୦୮ ଗତେ ୨ୟା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୨.୦୭ ଗତେ ସିଂହ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ପ୍ରାତଃ ୦୫.୫୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୦୮ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

author-image
Deepak Acharya
undefined

Panchang

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୧୨.୦୭ ଗତେ ମକର ତିଥି- ପ୍ରତିପଦ ରାତ୍ରି ୦୨.୦୮ ଗତେ ୨ୟା
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୨.୦୭ ଗତେ ସିଂହ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ପ୍ରାତଃ ୦୫.୫୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୦୮ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ- ୦୬.୧୧ ରୁ ୦୭.୦୩
ଦିବା- ୧୨.୧୮ ରୁ ୦୨.୫୫
ସନ୍ଧ୍ୟା- ୦୬.୨୫ ରୁ ୦୮.୩୬
ରାତ୍ରି- ୧୨.୫୭ ରୁ ୦୩.୦୮
ରାତ୍ରି- ୦୩.୫୧ ରୁ ୦୫.୧୮
ଅଶୁଭ ସମୟ 
ରାହୁକାଳ- ଦିବା ୧୦.୧୩ ରୁ ୧୧.୫୨
କାଳବେଳା- ଦିବା ୧୦.୧୩ ରୁ ୧୧.୫୨
ବାରବେଳା- ଦିବା ୦୮.୩୫ ରୁ ୧୦.୧୩
କାଳରାତ୍ରି- ରାତ୍ରି ୦୯.୦୯ ରୁ ୧୦.୩୦

Advertisment
Horoscope Astrology Panchang
Advertisment
Related Articles
Advertisment