• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ଶନିବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର। ତିଥି- ଦ୍ୱାଦଶୀ ଦିବା ୧୦.୧୯ ଗତେ ତ୍ରୟୋଦଶୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର।ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦୋନ ଦିବା ୧୦.୧୯ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୩୯ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ।

ଶୁଭ ସମୟ

ଦିବା-୧୦.୧୬ ରୁ ୦୧.୦୩

ରାତ୍ରି-୦୮.୧୮ ରୁ ୧୦.୩୮

ରାତ୍ରି-୧୨.୧୨ ରୁ ୦୧.୪୫

ରାତ୍ରି-୦୨.୩୨ ରୁ ୦୪.୦୫

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ଅଶୁଭ ସମୟ

ରାହୁକାଳ - ଦିବା ୦୮.୪୪ ରୁ ୧୦.୧୬

କାଳବେଳା- ପ୍ରାତଃ ୦୫.୩୯ ରୁ ୦୭.୧୧ ଓ ଦିବା ୦୪.୨୬ ରୁ ୦୫.୫୮

ବାରବେଳା- ଦିବା ୦୧.୨୧ ରୁ ୦୨.୫୩

କାଳରାତ୍ରି- ସନ୍ଧ୍ୟା ୦୫.୫୮ ରୁ ୦୭.୨୬ ଓ ରାତ୍ରି ୦୪.୧୧ ରୁ ୦୫.୩୮