• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୫ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ପ୍ରାତଃ ୦୭.୧୧ ଗତେ କୁମ୍ଭ। ତିଥି- ଏକାଦଶୀ ଦିବା ୦୧.୨୮ ଗତେ ଦ୍ୱାଦଶୀ। ଘାତଚନ୍ଦ୍ର- ସିଂହ ରାଶିର, ପ୍ରାତଃ ୦୭.୧୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୨୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

ଶୁଭ ସମୟ

ପ୍ରାତଃ- ୦୫.୪୦ ରୁ ୦୬.୨୯

ପ୍ରାତଃ-୦୭.୧୮ ରୁ ୦୮.୪୪

ଦିବା-୧୨.୧୪ ରୁ ୦୨.୪୧

ଦିବା-୦୪.୨୦ ରୁ ୦୫.୫୮

ରାତ୍ରି-୦୭.୩୧ ରୁ ୦୮.୫୩

ରାତ୍ରି-୦୧.୪୫ ରୁ ୦୪.୦୬

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ

ରାହୁକାଳ - ଦିବା ୧୦.୧୭ ରୁ ୧୧.୪୯

କାଳବେଳା- ଦିବା ୧୦.୧୭ ରୁ ୧୧.୪୯

ବାରବେଳା- ଦିବା ୦୮.୪୪ ରୁ ୧୦.୧୭

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୧