• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୈାର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ଦିବା ୧୧.୩୬ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ

ପ୍ରାତଃ- ୦୬.୨୬ ରୁ ୦୭.୫୫

ଦିବା-୧୦.୩୬ ରୁ ୧୧.୩୭

ଦିବା-୦୧.୫୧ ରୁ ୦୪.୪୯

ସନ୍ଧ୍ୟା-୦୬.୨୫ ରୁ ୧୦.୪୨

ରାତ୍ରି-୦୨.୦୮ ରୁ ୦୩.୧୨

ନିଶାନ୍ତ-୦୪.୪୯ ରୁ ୦୬.୨୫

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ଦିବା ୧୨.୦୦ ରୁ ୦୧.୨୩

କାଳବେଳା-ଦିବା ୦୯.୧୩ ରୁ ୧୦.୩୬

ବାରବେଳା- ଦିବା ୧୨.୦୦ ରୁ ୦୧.୨୩

କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୪୯