/odishatv-khabar/media/post_attachments/uploadimage/library/16_9/16_9_0/Panchang_1706841568.jpg)
Panchang
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୭ମୀ ଦିବା ୦୪.୦୨ ଗତେ ୮ମୀ। ଘାତଚନ୍ଦ୍ର- ନାସ୍ତି।ଘାତବାର- ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୪.୦୨ ପର୍ଯ୍ୟନ୍ତ, ନିଶାନ୍ତ ୦୫.୫୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୫ ରୁ ୦୭.୧୦
ପ୍ରାତଃ-୦୭.୫୪ ରୁ ୦୯.୧୨
ଦିବା-୧୨.୨୨ ରୁ ୦୨.୩୬
ଦିବା-୦୪.୦୫ ରୁ ୦୫.୩୫
ସନ୍ଧ୍ୟା-୦୭.୧୭ ରୁ ୦୮.୪୭
ରାତ୍ରି-୦୨.୦୮ ରୁ ୦୪.୪୨
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ
ରାହୁକାଳ- ଦିବା ୧୦.୩୬ ରୁ ୧୨.୦୦
କାଳବେଳା- ଦିବା ୧୦.୩୬ ରୁ ୧୨.୦୦
ବାରବେଳା- ଦିବା ୦୯.୧୨ ରୁ ୧୦.୩୬
କାଳରାତ୍ରି- ରାତ୍ରି ୦୮.୪୭ ରୁ ୧୦.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)