• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ନିଶାନ୍ତ ୦୪.୩୬ ଗତେ ମକର। ତିଥି- ୮ମୀ ରାତ୍ରି ୦୮.୦୯ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ନିଶାନ୍ତ ୦୪.୩୬ ଗତେ ସିଂହ ରାଶିର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ, କୃଷିହାନି-ଭୂମିଦାନ, ରାତ୍ରି ୧୦.୪୭ ଗତେ ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।

ଶୁଭ ସମୟ

ଦିବା-୦୮.୪୬ ରୁ ୧୦.୩୬

ଦିବା-୦୧.୦୩ ରୁ ୦୧.୨୨

ଦିବା-୦୪.୨୫ ରୁ ୦୫.୦୮

ସନ୍ଧ୍ୟା-୦୫.୫୭ ରୁ ୦୬.୪୪

ରାତ୍ରି-୦୯.୦୫ ରୁ ୧୧.୨୬

ରାତ୍ରି-୦୧.୪୭ ରୁ ୦୩.୨୧

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ

ରାହୁକାଳ - ଦିବା ୦୨.୫୩ ରୁ ୦୪.୨୫

କାଳବେଳା- ଦିବା ୦୧.୨୨ ରୁ ୦୨.୫୩

ବାରବେଳା- ପ୍ରାତଃ ୦୭.୧୪ ରୁ ୦୮.୪୬

କାଳରାତ୍ରି-ସନ୍ଧ୍ୟା ୦୭.୨୫ ରୁ ୦୮.୫୩