• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର - ମୀନ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୩.୨୭ ଗତେ ପ୍ରତିପଦ ।

ଘାତ ଚନ୍ଦ୍ର -ଧନୁ ରାଶିର ଅହୋରାତ୍ର । 

ଘାତ ବାର –ବିଛା,ଧନୁ ଓ ମୀନ

ପୁଷ୍କର ଦୋଷ - ନାସ୍ତି

ଶୁଭ ସମୟ

ପ୍ରାତଃ- ୦୫.୪୦ ରୁ ୦୬.୨୭
ପ୍ରାତଃ- ୦୭.୧୫ ରୁ ୦୮.୩୮
ଦିବା- ୧୨.୦୦ ରୁ ୦୩.୧୦
ଦିବା- ୦୩.୫୮ ରୁ ୦୫.୩୩ 
ସନ୍ଧ୍ୟା- ୦୬.୨୨ ରୁ ୦୮.୩୫
ରାତ୍ରି -୧୨.୦୧ ରୁ ୦୧.୩୮
ରାତ୍ରି- ୦୨.୨୬ ରୁ  ୦୪.୦୩

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ଅଶୁଭ ସମୟ

ରାହୁକାଳ - ଦିବା ୧୦.୦୭ ରୁ ୧୧.୩୭
କାଳ ବେଳା- ଦିବା ୧୦.୦୭ ରୁ ୧୧.୩୭
ବାର ବେଳା- ଦିବା ୦୮.୩୮ ରୁ ୧୦.୦୭
କାଳରାତ୍ରି –ରାତ୍ରି ୦୮.୩୫ ରୁ ୧୦.୬୦

OTV is now on Whatsapp

Join and get latest news update delivered to you via whatsapp

Join Now