• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମକର ରାତ୍ରି ୦୮.୦୫ ଗତେ କୁମ୍ଭ,ତିଥି-୬ଷ୍ଠୀ ଦିବା ୦୧.୪୦ ଗତେ ୭ମୀ ,ଘାତଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୦୫ ଗତେ ମିଥୁନ ଓ ମୀନ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ଦିବା ୦୧.୪୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭ ସମୟ:
ପ୍ରାତଃ-୦୭.୪୮ ରୁ ୦୮.୨୭
ଦିବା- ୧୦.୦୫ ରୁ ୧୧.୧୭

ଦିବା- ୦୧.୫୫ ରୁ ୦୫.୨୪
ସନ୍ଧ୍ୟା-୦୬.୧୭ ରୁ ୦୯.୫୫
ରାତ୍ରି-୧୨.୦୫ ରୁ ୦୧.୩୩

ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ:
ରାହୁକାଳ- ଦିବା ୦୧.୪୪ ରୁ ୦୧.୨୨
କାଳବେଳା- ଦିବା ୦୮.୨୭ ରୁ ୧୦.୦୫
ବାରବେଳା- ଦିବା ୧୧.୪୪ ରୁ ୦୧.୨୨
କାଳରାତ୍ରି- ରାତ୍ରି ୦୨.୨୭ ରୁ ୦୩.୩୯

OTV is now on Whatsapp

Join and get latest news update delivered to you via whatsapp

Join Now