• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ବୁଧବାର। ଚନ୍ଦ୍ର- ମିଥୁନ ରାତ୍ରି ୦୧.୪୭ ଗତେ କର୍କଟ। ତିଥି- ୧୪ଶୀ ରାତ୍ରି ୦୯.୫୦ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୧.୪୭ ପର୍ଯ୍ୟନ୍ତ। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

ଶୁଭ ସମୟ

ପ୍ରାତଃ-୦୬.୨୭ ରୁ ୦୭.୫୫

ଦିବା-୧୦.୩୫ ରୁ ୧୧.୩୬

ଦିବା- ୦୧.୪୯ ରୁ ୦୪.୪୫  

ସନ୍ଧ୍ୟା- ୦୬.୨୧ ରୁ ୧୦.୪୦

ରାତ୍ରି- ୦୨.୦୮ ରୁ ୦୩.୧୩

ନିଶାନ୍ତ- ୦୪.୫୦ ରୁ ୦୬.୨୭

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ଦିବା ୧୧.୫୮ ରୁ ୦୧.୨୧

କାଳବେଳା- ଦିବା ୦୯.୧୩ ରୁ ୧୦.୩୫

ବାରବେଳା- ଦିବା ୧୧.୫୮ ରୁ ୦୧.୨୧

କାଳରାତ୍ରି- ରାତ୍ରି ୦୩.୧୩  ରୁ ୦୪.୫୦