• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୭ମୀ ରାତ୍ରି ୦୯.୧୦ ଗତେ ୮ମୀ ।
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୯.୧୦ ପର୍ଯ୍ୟନ୍ତ । 

ଶୁଭ ସମୟ:

ପ୍ରାତଃ- ୦୫.୪୩ ରୁ ୦୭.୧୫

ଦିବା-୧୦.୩୭ ରୁ ୦୧.୦୩
ଦିବା-୦୪.୨୫ ରୁ ୦୫.୦୮
ସନ୍ଧ୍ୟା-୦୬.୪୪ ରୁ ୦୯.୦୫
ରାତ୍ରି-୧୧.୫୦ ରୁ ୦୨.୩୪

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି, ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୧୫ ରୁ ୦୮.୪୭
କାଳବେଳା-  ପ୍ରାତଃ ୦୭.୧୫ ରୁ ୦୮.୪୭
ବାରବେଳା- ଦିବା ୦୨.୫୩ ରୁ ୦୪.୨୫
କାଳରାତ୍ରି- ରାତ୍ରି ୧୦.୨୧ ରୁ ୧୧.୫୦