/odishatv-khabar/media/post_attachments/uploadimage/library/16_9/16_9_0/Panchanga_1705372887.jpg)
Panchanga
ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୯ମୀ ରାତ୍ରି ୦୭.୫୨ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ରାତ୍ରି ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ
ପ୍ରାତଃ-୦୬.୨୭ ରୁ ୦୭.୧୧
ପ୍ରାତଃ- ୦୭.୫୫ ରୁ ୦୯.୧୨
ଦିବା- ୧୨.୧୯ ରୁ ୦୨.୩୦
ଦିବା- ୦୩.୫୮ ରୁ ୦୫.୨୬
ସନ୍ଧ୍ୟା- ୦୭.୧୦ ରୁ ୦୮.୪୧
ରାତ୍ରି- ୦୨.୦୭ ରୁ ୦୪.୪୩
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ
ରାହୁକାଳ- ଦିବା ୧୦.୩୪ ରୁ ୧୧.୫୭
କାଳବେଳା- ଦିବା ୧୦.୩୪ ରୁ ୧୧.୫୭
ବାରବେଳା- ଦିବା ୦୯.୧୨ ରୁ ୧୦.୩୪
କାଳରାତ୍ରି- ରାତ୍ରି ୦୮.୪୧ ରୁ ୧୦.୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)