• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ପ୍ରତିପଦ ଦିବା ୦୧.୧୫ ଗତେ ୨ୟା ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ବିଛା , ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ଦିବା ୦୧.୧୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭସମୟ:

ପ୍ରାତଃ- ୦୫.୪୫ ରୁ ୦୭.୧୭

ପ୍ରାତଃ- ୦୭.୧୮ ରୁ ୦୮.୩୮

ଦିବା- ୧୧.୫୪ ରୁ ୦୨.୫୯

ଦିବା- ୦୩.୪୫ ରୁ ୦୫.୧୭

ସନ୍ଧ୍ୟା- ୦୬.୦୭ ରୁ ୦୮.୨୪

ରାତ୍ରି- ୧୧.୫୬ ରୁ ୦୧.୩୬

ରାତ୍ରି- ୦୨.୨୬ ରୁ ୦୪.୦୬

ଅଶୁଭସମୟ:

ରାହୁକାଳ- ଦିବା ୧୦.୦୫ ରୁ ୧୧.୩୧

କାଳବେଳା- ଦିବା ୧୦.୦୫ ରୁ ୧୧.୩୧

ବାରବେଳା- ଦିବା ୦୮.୩୮ ରୁ ୧୦.୦୫

କାଳରାତ୍ରି- ରାତ୍ରି ୦୮.୨୪ ରୁ ୦୯.୫୮

OTV is now on Whatsapp

Join and get latest news update delivered to you via whatsapp

Join Now