ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ସୋମବାର ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୩୮ ଗତେ ମୀନ ତିଥି- ୫ମୀ ରାତ୍ରି ୦୨.୧୬ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୧୨.୩୮ ଗତେ ଧନୁ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୦୮.୦୭ ଗତେ ୧ ପାଦ କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୬.୧୦ ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୬.୨୭ ରୁ ୦୭.୪୯
Also Read
ଦିବା- ୧୦.୫୦ ରୁ ୦୧.୦୧
ଦିବା-୦୪.୦୧ ରୁ ୦୪.୪୦
ସନ୍ଧ୍ୟା- ୦୬.୧୬ ରୁ ୦୮.୫୨
ରାତ୍ରି- ୧୧.୫୫ ରୁ ୦୨.୫୮
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୧
କାଳବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧
ବାରବେଳା- ଦିବା ୦୨.୩୯ ରୁ ୦୪.୦୧
କାଳରାତ୍ରି- ରାତ୍ରି ୧୦.୧୭ ରୁ ୧୧.୫୫